Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
China

News in Sainkul

#ସକାଳର_ବଡ଼_ଖବର 
Sakala Bulletin | 19 July 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

#ସକାଳର_ବଡ଼_ଖବର Sakala Bulletin | 19 July 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

Kendujhar Town, Kendujhar | Jul 19, 2026

#ଭାଙ୍ଗିଗଲା_ପୋଲ
#ବଣିଆରୀ_ଗାଁ_ଲୋକଙ୍କ_ଯାତାୟାତ_ବାଧାପ୍ରାପ୍ତ 
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଦୁଲିପଦା ଠାରୁ ବଣିଆରୀ ପର୍ଯନ୍ତ ଯାଇଥିବା ରାସ୍ତା ଶୋଚନୀୟ ହୋଇ ପଡିଛି। ଲଗାଣ ବର୍ଷା ଯୋଗୁଁ ପୁରୁଣା ପୋଲଟି ଭାଙ୍ଗି ଯାଇଥିବାରୁ  ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ଗ୍ରାମରେ ଦୁଇଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ବର୍ଷାଦିନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। 
#pabitranews #latastnewsupdate #pabitranewsodishalive #BreakingNews #anandpur #keonjhar

#ଭାଙ୍ଗିଗଲା_ପୋଲ #ବଣିଆରୀ_ଗାଁ_ଲୋକଙ୍କ_ଯାତାୟାତ_ବାଧାପ୍ରାପ୍ତ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଦୁଲିପଦା ଠାରୁ ବଣିଆରୀ ପର୍ଯନ୍ତ ଯାଇଥିବା ରାସ୍ତା ଶୋଚନୀୟ ହୋଇ ପଡିଛି। ଲଗାଣ ବର୍ଷା ଯୋଗୁଁ ପୁରୁଣା ପୋଲଟି ଭାଙ୍ଗି ଯାଇଥିବାରୁ ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ଗ୍ରାମରେ ଦୁଇଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ବର୍ଷାଦିନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। #pabitranews #latastnewsupdate #pabitranewsodishalive #BreakingNews #anandpur #keonjhar

Kendujhar Town, Kendujhar | Jul 19, 2026

#ସ୍ବାମୀ_କୁ_ଛାଡି_ଗ୍ରିଲ_ଦୋକାନୀ_ପ୍ରେମରେ_ମତୁଆଲା । ସାତ ମାସ ଧରି ଏଇ ଘରେ ଚାଲିଥିଲା ରାସଲୀଳା । ଭୋଗରାଇ ବ୍ଲକ୍ ଅନ୍ତର୍ଗ ସାତଗୋହଳିଆ ରାଜେନ୍ଦ୍ର ଜେନାଙ୍କ ସ୍ତ୍ରୀ ୭ ମାସ ହେଲା ଆସି ଏଇ ଭଡା ଘରେ ରହୁଥିଲେ ଏବଂ ସ୍ଵାମୀଙ୍କ ନାମରେ ମିଥ୍ୟା ଅଭିଯୋଗ ଥାନା ମଧ୍ୟ ଦେଇଥିଲେ ଆଜି ସେଇ ଗ୍ରିଲ ଦୋକାନୀ ର ପିଛା କରି ରବିନ୍ଦ୍ର ଜେନା ପୋଲିସ ନେଇ ପହଁଞ୍ଚିଲା ବେଳକୁ ଗ୍ରିଲ ଦୋକାନୀ ଗ୍ରିଲ ଭାଙ୍ଗି ଫେରାର  | ପୋଲିସ ମହିଳା କୁ ଉଦ୍ଧାର କରି ଥାନା କୁ ନେଇଛି| 
#latastnewsupdate #pabitranewsodishalive #BreakingNews #baleswar

#ସ୍ବାମୀ_କୁ_ଛାଡି_ଗ୍ରିଲ_ଦୋକାନୀ_ପ୍ରେମରେ_ମତୁଆଲା । ସାତ ମାସ ଧରି ଏଇ ଘରେ ଚାଲିଥିଲା ରାସଲୀଳା । ଭୋଗରାଇ ବ୍ଲକ୍ ଅନ୍ତର୍ଗ ସାତଗୋହଳିଆ ରାଜେନ୍ଦ୍ର ଜେନାଙ୍କ ସ୍ତ୍ରୀ ୭ ମାସ ହେଲା ଆସି ଏଇ ଭଡା ଘରେ ରହୁଥିଲେ ଏବଂ ସ୍ଵାମୀଙ୍କ ନାମରେ ମିଥ୍ୟା ଅଭିଯୋଗ ଥାନା ମଧ୍ୟ ଦେଇଥିଲେ ଆଜି ସେଇ ଗ୍ରିଲ ଦୋକାନୀ ର ପିଛା କରି ରବିନ୍ଦ୍ର ଜେନା ପୋଲିସ ନେଇ ପହଁଞ୍ଚିଲା ବେଳକୁ ଗ୍ରିଲ ଦୋକାନୀ ଗ୍ରିଲ ଭାଙ୍ଗି ଫେରାର | ପୋଲିସ ମହିଳା କୁ ଉଦ୍ଧାର କରି ଥାନା କୁ ନେଇଛି| #latastnewsupdate #pabitranewsodishalive #BreakingNews #baleswar

Kendujhar Town, Kendujhar | Jul 19, 2026