କେନ୍ଦୁଝର: ସିଦ୍ଧାର୍ଥ ରିଜର୍ଭ ଫରେଷ୍ଟରେ ବେଆଇନ କାଠ କାଟୁଥିବା ବ୍ୟକ୍ତି ଗିରଫ
Kendujhar, Kendujhar | Nov 27, 2026
କେନ୍ଦୁଝର ଜିଲ୍ଲାର ସିଦ୍ଧାର୍ଭ ରିଜର୍ଭ ଫରେଷ୍ଟ ଅଞ୍ଚଳରେ ବେଆଇନ ଭାବେ ଗଛ କାଟୁଥିବା ବେଳେ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ବନ ବିଭାଗ ଘଟଣାସ୍ଥଳରୁ ୩ଟି କାଠ ଗଣ୍ଡି ଓ ପ୍ରାୟ ୨ କ୍ୱିଣ୍ଟାଲ ଜାଳେଣି କାଠ ଜବତ କରିଛି।