Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

News in Nandipada

#ଦୁର୍ଗମ_ଆଦିବାସୀ_ଗାଁରେ_ଟଙ୍କିକିଆ_ଡାକ୍ତର 
ଦୁର୍ଗମ ଆଦିବାସୀ ଗାଁରେ ମାନବିକତାର ପରିଚୟ ଦେଖାଇଲେ ଡାକ୍ତର ଶଙ୍କର ରାମଚନ୍ଦାନି । ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନି ପୁଣିଥରେ ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି ।
#latastnewsupdate #doctor #pabitranewsodishalive

#ଦୁର୍ଗମ_ଆଦିବାସୀ_ଗାଁରେ_ଟଙ୍କିକିଆ_ଡାକ୍ତର ଦୁର୍ଗମ ଆଦିବାସୀ ଗାଁରେ ମାନବିକତାର ପରିଚୟ ଦେଖାଇଲେ ଡାକ୍ତର ଶଙ୍କର ରାମଚନ୍ଦାନି । ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ ଡାକ୍ତର’ ଭାବେ ପରିଚିତ ଡାକ୍ତର ଶଙ୍କର ରାମଚନ୍ଦାନି ପୁଣିଥରେ ମାନବିକତାର ଅନନ୍ୟ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି । #latastnewsupdate #doctor #pabitranewsodishalive

Kendujhar Town, Kendujhar | Jul 13, 2026

ଶିବନାରାୟଣପୁର ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ ଉପାଧ୍ୟକ୍ଷ  |
#latastnewsupdate #pabitranewsodishalive #hatadihi #keonjhar #ratikantaraut

ଶିବନାରାୟଣପୁର ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରି ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ ଉପାଧ୍ୟକ୍ଷ | #latastnewsupdate #pabitranewsodishalive #hatadihi #keonjhar #ratikantaraut

Kendujhar Town, Kendujhar | Jul 13, 2026

ବିଜେପିରେ ମିଶିଲେ ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ।
#latastnewsupdate #Bjp #pabitranewsodishalive

ବିଜେପିରେ ମିଶିଲେ ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। #latastnewsupdate #Bjp #pabitranewsodishalive

Kendujhar Town, Kendujhar | Jul 13, 2026

ଭଦ୍ରକରେ ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ ଗଣତି ଶେଷ ବିଜୟୀ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ସମର୍ଥକ | 
#pabitranewsodishalive #latastnewsupdate #bhadrak #chalbali #bhadrakpolice

ଭଦ୍ରକରେ ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ ଗଣତି ଶେଷ ବିଜୟୀ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ସମର୍ଥକ | #pabitranewsodishalive #latastnewsupdate #bhadrak #chalbali #bhadrakpolice

Kendujhar Town, Kendujhar | Jul 13, 2026

#ଷ୍ଟାଫ_ନର୍ସ_କୁ_ମରଣାତ୍ମକ_ଆକ୍ରମଣ_ଘଟଣା 
ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ରେ  ଗତକାଲି  ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି |ମେଡିକାଲ କଲେଜ ରେ କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଙ୍ଓ ଷ୍ଟାଫ ନର୍ସ କୁ ମରଣାତ୍ମକ ଆକ୍ରମଣ କରାଯାଇଛି ବୋଲି ସେ କଲିୟାରୀ ଥାନାରେ ଅଭିଯୋଗ କରିଛନ୍ତି |ତାଳଚେର ବିଧାୟକ ଙ୍କ ଇଂଗିତରେ ମନୋଜ ସାହୁ ଓ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ଅତର୍କିତ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି | ଏହା ପୂର୍ବରୁ ମଧ୍ୟ ମନୋଜ ଆକ୍ରମଣ କରିଥିବା କଥା ସେ ପ୍ରକାଶ କରିଛନ୍ତି | ବିଧାୟକ ପାଇଁ ଆଜି ତାଳଚେର ବଦନାମ ବୋଲି କହିଲେ,ଯୁବ ନେତା ସ୍ଵାଧୀନ ଥମ୍ବ |
#latastnewsupdate #pabitranewsodishalive #latastnewsupdate #pabitranews #talcher #anugul

#ଷ୍ଟାଫ_ନର୍ସ_କୁ_ମରଣାତ୍ମକ_ଆକ୍ରମଣ_ଘଟଣା ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ରେ ଗତକାଲି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି |ମେଡିକାଲ କଲେଜ ରେ କାର୍ଯ୍ୟରତ ଠିକା କର୍ମଚାରୀ ବିକାଶ ରଞ୍ଜନ ଗଡ଼ନାୟକ ଙ୍ଓ ଷ୍ଟାଫ ନର୍ସ କୁ ମରଣାତ୍ମକ ଆକ୍ରମଣ କରାଯାଇଛି ବୋଲି ସେ କଲିୟାରୀ ଥାନାରେ ଅଭିଯୋଗ କରିଛନ୍ତି |ତାଳଚେର ବିଧାୟକ ଙ୍କ ଇଂଗିତରେ ମନୋଜ ସାହୁ ଓ ତାଙ୍କ ସହ କିଛି ଯୁବ ବିଜେଡି କର୍ମୀ ଅତର୍କିତ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି | ଏହା ପୂର୍ବରୁ ମଧ୍ୟ ମନୋଜ ଆକ୍ରମଣ କରିଥିବା କଥା ସେ ପ୍ରକାଶ କରିଛନ୍ତି | ବିଧାୟକ ପାଇଁ ଆଜି ତାଳଚେର ବଦନାମ ବୋଲି କହିଲେ,ଯୁବ ନେତା ସ୍ଵାଧୀନ ଥମ୍ବ | #latastnewsupdate #pabitranewsodishalive #latastnewsupdate #pabitranews #talcher #anugul

Kendujhar Town, Kendujhar | Jul 13, 2026

#ସକାଳର_ବଡ଼_ଖବର 
Sakala Bulletin | 13 July 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

#ସକାଳର_ବଡ଼_ଖବର Sakala Bulletin | 13 July 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

Kendujhar Town, Kendujhar | Jul 13, 2026

#ଶିକ୍ଷକଙ୍କୁ_ଖୋଲା_ଚ୍ୟାଲେଞ୍ଚ 
ଏ ଆମ ଓଡିଶା ଏଠି ଶିକ୍ଷା ରେ ନିମ୍ବୁଡା ଗୀତ ଆଉ ଶିକ୍ଷକ ଙ୍କ ଉପରେ ଗୁଣ୍ଡାରାଜ ,କେତେ ହୀନ ମାନସିକତା ଅଭିଭାବକ ଙ୍କର, ସାର କାହିଁକି ମାରିଲେ ମୋ ପୁଅକୁ, ଅଭିଭାବକ ଙ୍କର ଅଜବ ଅଭିଯୋଗ, ବିଦ୍ୟାଳୟ ରେ ପଶି ଶିକ୍ଷକ ଙ୍କୁ ଖୋଲା ଧମକ ଦେଲେ ଅଭିଭାବକ | ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶୁକଳ ନିକଟରେ ଥିବା ଏକ ବିଦ୍ୟାଳୟ ର ଘଟଣା ଯାହା ଏବେ ସବୁ ଆଡ଼େ ଚାଞ୍ଚଲ୍ୟ |
#latastnewsupdate #pabitranewsodisha #puri

#ଶିକ୍ଷକଙ୍କୁ_ଖୋଲା_ଚ୍ୟାଲେଞ୍ଚ ଏ ଆମ ଓଡିଶା ଏଠି ଶିକ୍ଷା ରେ ନିମ୍ବୁଡା ଗୀତ ଆଉ ଶିକ୍ଷକ ଙ୍କ ଉପରେ ଗୁଣ୍ଡାରାଜ ,କେତେ ହୀନ ମାନସିକତା ଅଭିଭାବକ ଙ୍କର, ସାର କାହିଁକି ମାରିଲେ ମୋ ପୁଅକୁ, ଅଭିଭାବକ ଙ୍କର ଅଜବ ଅଭିଯୋଗ, ବିଦ୍ୟାଳୟ ରେ ପଶି ଶିକ୍ଷକ ଙ୍କୁ ଖୋଲା ଧମକ ଦେଲେ ଅଭିଭାବକ | ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶୁକଳ ନିକଟରେ ଥିବା ଏକ ବିଦ୍ୟାଳୟ ର ଘଟଣା ଯାହା ଏବେ ସବୁ ଆଡ଼େ ଚାଞ୍ଚଲ୍ୟ | #latastnewsupdate #pabitranewsodisha #puri

Kendujhar Town, Kendujhar | Jul 13, 2026

ଆନନ୍ଦପୁର: ନୟାଗଡ଼ ଅଞ୍ଚଳରେ ଖଣି ବିଭାଗ ଓ ପୁଲିସର ମିଳିତ ଚଢ଼ାଉ କରାଯାଇଛି

ଆନନ୍ଦପୁର: ନୟାଗଡ଼ ଅଞ୍ଚଳରେ ଖଣି ବିଭାଗ ଓ ପୁଲିସର ମିଳିତ ଚଢ଼ାଉ କରାଯାଇଛି

Anandapur, Kendujhar | Jul 12, 2026

#ଗିଲାଯୋଡ଼ି_ହାତୀମରା_ରାସ୍ତା_ପାଲଟିଛି_ମରଣଯନ୍ତା 
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧୀନ ଗିଲାଯୋଡ଼ି ରୁ ହାତୀମରା ପର୍ଯ୍ୟନ୍ତ ୩କିମି ରାସ୍ତା ଏବେ ମୃତ୍ୟୁକୂପରେ ପରିଣତ ହୋଇ ଅଞ୍ଚଳ ବାସୀଙ୍କ ପାଇଁ ଅଭିଶାପ ଓ ମରଣ ଯନ୍ତା ପାଲଟିଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତାରେ ଝୁଡେ ମାଟି ପଡିନଥିବା ବେଳେ ମରାମତି ତ ଦୂରର କଥା। ଫଳରେ ରଘୁନାଥପୁର,କରୁଆ, ଭେଲୋରା, ପାଉଁଶକୁଲି ପଞ୍ଚାୟତର ପ୍ରାୟ ୧୦ ହଜାର ଲୋକ ନିତିଦିନ ହନ୍ତସନ୍ତ ହେଉଛନ୍ତିl ସମ୍ପୂର୍ଣ୍ଣ ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହୋଇଛି। ବର୍ଷା ଦିନେ ଗାତ ଗୁଡିକ କାଦୁଅ ପାଣିରେ ଭର୍ତି ହୋଇଯାଉଛି। 
#pabitranewsodishalive #latastnewsupdate #pabitranewsodisha #BreakingNews #Baleswar #pabitranews #Cmodisha #basta #baleswarnews

#ଗିଲାଯୋଡ଼ି_ହାତୀମରା_ରାସ୍ତା_ପାଲଟିଛି_ମରଣଯନ୍ତା ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧୀନ ଗିଲାଯୋଡ଼ି ରୁ ହାତୀମରା ପର୍ଯ୍ୟନ୍ତ ୩କିମି ରାସ୍ତା ଏବେ ମୃତ୍ୟୁକୂପରେ ପରିଣତ ହୋଇ ଅଞ୍ଚଳ ବାସୀଙ୍କ ପାଇଁ ଅଭିଶାପ ଓ ମରଣ ଯନ୍ତା ପାଲଟିଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତାରେ ଝୁଡେ ମାଟି ପଡିନଥିବା ବେଳେ ମରାମତି ତ ଦୂରର କଥା। ଫଳରେ ରଘୁନାଥପୁର,କରୁଆ, ଭେଲୋରା, ପାଉଁଶକୁଲି ପଞ୍ଚାୟତର ପ୍ରାୟ ୧୦ ହଜାର ଲୋକ ନିତିଦିନ ହନ୍ତସନ୍ତ ହେଉଛନ୍ତିl ସମ୍ପୂର୍ଣ୍ଣ ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହୋଇଛି। ବର୍ଷା ଦିନେ ଗାତ ଗୁଡିକ କାଦୁଅ ପାଣିରେ ଭର୍ତି ହୋଇଯାଉଛି। #pabitranewsodishalive #latastnewsupdate #pabitranewsodisha #BreakingNews #Baleswar #pabitranews #Cmodisha #basta #baleswarnews

Kendujhar Town, Kendujhar | Jul 12, 2026