Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

News in Anandapur

ଘସିପୁରା ବ୍ଲକ ଗୋହିରା ଠାରେ ଆତ୍ମା ପକ୍ଷରୁ ଅଣ ଆବାସିକ କୃଷକ ତାଲିମ ଶିବିର ଅନୁଷ୍ଠିତ,ମତ୍ସ୍ୟ ଚାଷ ପ୍ରଣାଳୀ ଓ ଉନ୍ନତ ମାନର ମତ୍ସ୍ୟ ଉତ୍ପାଦନ ନିମନ୍ତେ ପ୍ରଶିକ୍ଷଣ।
#DepartmentofAgriculturerfoIVMimaropaResearchDivision &_Far¢mers'_Empowerment #Fisheries & Animal Resources Development (FARD) Department #ghasipura #anandapur #kendujhar #odisha #kendujharhalchal

ଘସିପୁରା ବ୍ଲକ ଗୋହିରା ଠାରେ ଆତ୍ମା ପକ୍ଷରୁ ଅଣ ଆବାସିକ କୃଷକ ତାଲିମ ଶିବିର ଅନୁଷ୍ଠିତ,ମତ୍ସ୍ୟ ଚାଷ ପ୍ରଣାଳୀ ଓ ଉନ୍ନତ ମାନର ମତ୍ସ୍ୟ ଉତ୍ପାଦନ ନିମନ୍ତେ ପ୍ରଶିକ୍ଷଣ। #DepartmentofAgriculturerfoIVMimaropaResearchDivision &_Far¢mers'_Empowerment #Fisheries & Animal Resources Development (FARD) Department #ghasipura #anandapur #kendujhar #odisha #kendujharhalchal

Anandapur, Kendujhar | Jul 1, 2026

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଲକ_କେଶଦୁରାପାଳ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ 
#ସୁଭଦ୍ରା_ଶକ୍ତି_ସମାବେଶ_ଓ_ସୁଭଦ୍ରା_ଶକ୍ତି_ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ।
#CMOOdisha #mohoncharanmajhi #BJPOdisha #PMOIndia 
#ସୁଭଦ୍ରା_ଶକ୍ତି_ସମାବେଶ_ଓ_ସୁଭଦ୍ରା_ଶକ୍ତି_ସମ୍ବାଦ #ghasipurablock
#mbk #mishansakti #ghasipura #anandapur #kendujhar #Odisha #kendujharhalchal

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଲକ_କେଶଦୁରାପାଳ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ #ସୁଭଦ୍ରା_ଶକ୍ତି_ସମାବେଶ_ଓ_ସୁଭଦ୍ରା_ଶକ୍ତି_ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ। #CMOOdisha #mohoncharanmajhi #BJPOdisha #PMOIndia #ସୁଭଦ୍ରା_ଶକ୍ତି_ସମାବେଶ_ଓ_ସୁଭଦ୍ରା_ଶକ୍ତି_ସମ୍ବାଦ #ghasipurablock #mbk #mishansakti #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 30, 2026

କେନ୍ଦ୍ର ସରକାରଙ୍କ ୧୨ବର୍ଷ ,ରାଜ୍ଯ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜନସମ୍ପର୍କ ଅଭିଯାନ,#ଘସିପୁରା_ବ୍ଳକ_ନୂଆପଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ
ଡ଼. ଶମ୍ଭୁନାଥ ରାଉତଙ୍କ ନେତୃତ୍ବରେ ପୂର୍ବତନ ସୈନିକ ଓ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ।
#janasamprakabhijan #comodisha #BJPOdisha #bjpghasipura 
#bjpkendujhar #ghasipura #anandapur #kendujhar #Odisha 
#kendujharhalchal

କେନ୍ଦ୍ର ସରକାରଙ୍କ ୧୨ବର୍ଷ ,ରାଜ୍ଯ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜନସମ୍ପର୍କ ଅଭିଯାନ,#ଘସିପୁରା_ବ୍ଳକ_ନୂଆପଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଡ଼. ଶମ୍ଭୁନାଥ ରାଉତଙ୍କ ନେତୃତ୍ବରେ ପୂର୍ବତନ ସୈନିକ ଓ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ। #janasamprakabhijan #comodisha #BJPOdisha #bjpghasipura #bjpkendujhar #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 30, 2026

ପ୍ରାଥମିକ ବିଦ୍ୟାଳୟ ରେ ୬୦ ଛାତ୍ରଛାତ୍ରୀ ଙ୍କୁ ଜଣେ ଶିକ୍ଷକ ପ୍ରତିବାଦ ରେ ବିଦ୍ୟାଳୟ ବନ୍ଦ କରି ସମ୍ମୁଖରେ ଧାରଣା, ଘସିପୁରା ବ୍ଲକ ଖଲଣା ତଳସାହି ପ୍ରାଥମିକ ବିଦ୍ୟାଳୟ। ୨୦୦୮ ରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ରେ ପ୍ରାୟତଃ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହି ଆସୁଥିବା ବେଳେ ଶିକ୍ଷା ବିଭାଗ ର ଅବହେଳା ଯୋଗୁ ବର୍ତ୍ତମାନ ଜଣେ ଶିକ୍ଷକ ରେ ଚାଲିଛି ବିଦ୍ୟାଳୟ।
#Strike #Student #Khalana #ghasipura #kendujhar #Odisha #BEOghasipura #DEOkendujhar #Education #CMOodisha #kendujharhalchal

ପ୍ରାଥମିକ ବିଦ୍ୟାଳୟ ରେ ୬୦ ଛାତ୍ରଛାତ୍ରୀ ଙ୍କୁ ଜଣେ ଶିକ୍ଷକ ପ୍ରତିବାଦ ରେ ବିଦ୍ୟାଳୟ ବନ୍ଦ କରି ସମ୍ମୁଖରେ ଧାରଣା, ଘସିପୁରା ବ୍ଲକ ଖଲଣା ତଳସାହି ପ୍ରାଥମିକ ବିଦ୍ୟାଳୟ। ୨୦୦୮ ରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ରେ ପ୍ରାୟତଃ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହି ଆସୁଥିବା ବେଳେ ଶିକ୍ଷା ବିଭାଗ ର ଅବହେଳା ଯୋଗୁ ବର୍ତ୍ତମାନ ଜଣେ ଶିକ୍ଷକ ରେ ଚାଲିଛି ବିଦ୍ୟାଳୟ। #Strike #Student #Khalana #ghasipura #kendujhar #Odisha #BEOghasipura #DEOkendujhar #Education #CMOodisha #kendujharhalchal

Anandapur, Kendujhar | Jun 29, 2026

ଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ କରଞ୍ଜିଆପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ  ପ୍ରଧାନ ଶିକ୍ଷକ କରୁଣାକର ଚକ୍ରଙ୍କୁ  ବିଦ୍ଯାଳୟ ତଥା ଗ୍ରାମବାସୀଙ୍କ ପକ୍ଷରୁ  ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି,୫ ବର୍ଷ ଧରି ନିରବଛିନ୍ନ ସେବା ଯୋଗାଇଥିଲେ  ଝୁରିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ।
#Department_of_School_and_Mass_Education #CMOOdisha
#radhikadeipur #khalapal #karanjiapal #ghasipura #anandapur #kendujhar #Odisha 
#kendujharhalchal

ଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ କରଞ୍ଜିଆପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣାକର ଚକ୍ରଙ୍କୁ ବିଦ୍ଯାଳୟ ତଥା ଗ୍ରାମବାସୀଙ୍କ ପକ୍ଷରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି,୫ ବର୍ଷ ଧରି ନିରବଛିନ୍ନ ସେବା ଯୋଗାଇଥିଲେ ଝୁରିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ। #Department_of_School_and_Mass_Education #CMOOdisha #radhikadeipur #khalapal #karanjiapal #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 28, 2026

ବର୍ଷା ହେବା ପାଇଁ #ଘସିପୁରା_ବ୍ଲକ_ଇନ୍ଦୁପୁରା ଗାଁରେ ପ୍ରକୃତି କୁ ଭଲ ପାଉଥିବା ବ୍ୟକ୍ତି ମାନେ କରୁଛନ୍ତି ଅଶ୍ୱଥ ବୃକ୍ଷ ସହିତ ଚାଲିଛି ବଟ ବୃକ୍ଷ ମଧ୍ୟରେ ବାହାଘର।
#indupura #ghasipura #anandapur #kendujhar #Odisha 
#kendujharhalchal

ବର୍ଷା ହେବା ପାଇଁ #ଘସିପୁରା_ବ୍ଲକ_ଇନ୍ଦୁପୁରା ଗାଁରେ ପ୍ରକୃତି କୁ ଭଲ ପାଉଥିବା ବ୍ୟକ୍ତି ମାନେ କରୁଛନ୍ତି ଅଶ୍ୱଥ ବୃକ୍ଷ ସହିତ ଚାଲିଛି ବଟ ବୃକ୍ଷ ମଧ୍ୟରେ ବାହାଘର। #indupura #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 28, 2026