ଚମ୍ପୁଆ: ଢେଙ୍କିକୋଟର ବିକାଶ ନେଇ ସାଂସଦଙ୍କ ବୁଦ୍ଧିଜୀବୀଙ୍କ ସହ ଆଲୋଚନା
କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଡାକବଙ୍ଗଳାଠାରେ ସାଂସଦ ଏବଂ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ବିକାଶମୂଳକ ଆଲୋଚନା ହୋଇଛି। ରାସ୍ତାଘାଟ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ସମେତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ମତ ବିନିମୟ କରାଯାଇଛି।