ମେଲାଣ ଗ୍ରାମର ସମସ୍ୟା ବୁଝିଲେ ଯୁବନେତା ସତ୍ୟମ ଦେହୁରୀ
Kendujhar, Kendujhar | Nov 27, 2026
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଉପରଡିହା ପଞ୍ଚାୟତ ମେଲାଣ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଲେ ଯୁବନେତା ସତ୍ୟମ ଦେହୁରୀ। ମୌଳିକ ସମସ୍ୟାର ସମାଧାନ କରିବାକୁ ଦେଲେ ପ୍ରତିଶ୍ରୁତି।