Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

News in Baria

#ନିଟରେ_ସଫଳତା_ପାଇଲେ_ଚାଷୀ_ଘରର_ପୁଅ
ହାଟଡିହି ବ୍ଲକର  କଳିଗାଁ ପଞ୍ଚାୟତ ମୁଦୁଲିପଦା ଗ୍ରାମର ଭାବଗ୍ରାହୀ ସାହୁଙ୍କ ପୁଅ ଚନ୍ଦନ କୁମାର ସାହୁ ୬୨୧ମାର୍କ ରଖ୍ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। 
#pabitranewsodisha #OdishaNews #netexamprepration #neteexam #pabitranews

#ନିଟରେ_ସଫଳତା_ପାଇଲେ_ଚାଷୀ_ଘରର_ପୁଅ ହାଟଡିହି ବ୍ଲକର କଳିଗାଁ ପଞ୍ଚାୟତ ମୁଦୁଲିପଦା ଗ୍ରାମର ଭାବଗ୍ରାହୀ ସାହୁଙ୍କ ପୁଅ ଚନ୍ଦନ କୁମାର ସାହୁ ୬୨୧ମାର୍କ ରଖ୍ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। #pabitranewsodisha #OdishaNews #netexamprepration #neteexam #pabitranews

Kendujhar Town, Kendujhar | Jul 18, 2026

ଘଷିପୁରା ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ବିରଗୋବିନ୍ଦପୁର ଛକରେ କାର ଧକ୍କାରେ ଯୁବକ ରମେଶ ନାଇକଙ୍କ ମୃତ ,ଘଟଣା ସ୍ଥଳରେ ଉତେଜନା ସହ ରାସ୍ତାରୋକ, ଖବର ପାଇ ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ବୁଝାସୁଝା କରିବା ପରେ ତଦନ୍ତ ଆରମ୍ଭ,,

Ghasipura, Kendujhar | Jul 18, 2026

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଦୁଲିପଦା ଠାରୁ ବଣିଆରୀ ରାସ୍ତା ଶୋଚନୀୟ । ଲଗାଣ ବର୍ଷାରେ ପୁରୁଣା ପୋଲଟି ଭାଙ୍ଗି ଯିବାରୁ  ଗାଁ ଲୋକେ ଯିବା ଆସିବାରେ ହନ୍ତସନ୍ତ ,,,

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଦୁଲିପଦା ଠାରୁ ବଣିଆରୀ ରାସ୍ତା ଶୋଚନୀୟ । ଲଗାଣ ବର୍ଷାରେ ପୁରୁଣା ପୋଲଟି ଭାଙ୍ଗି ଯିବାରୁ ଗାଁ ଲୋକେ ଯିବା ଆସିବାରେ ହନ୍ତସନ୍ତ ,,,

Ghasipura, Kendujhar | Jul 18, 2026