Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh

News in Bolani

#ସୁନା_ହାର_ସହିତ_ନଗଦ_ଟଙ୍କା_ଲୁଟିନେଇ_ପଳାଇଥିବା_ଚୋର_କୁ_ଧରିଲା_ପୋଲିସ 
ସୁନାହାର ସହିତ ନଗଦ ଟଙ୍କା ଚୋରି କରି ପଳାଇଥିବା ଚୋର କୁ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରୁ ଚୋରକୁ ଧରିଲା କରଞ୍ଜିଆ ପୋଲିସ,ଚୋରି ହାର ଉଦ୍ଧାର |
#latastnewsupdate #BreakingNews #Mayurbhanj #Karanjia #pabitranewsodisha

#ସୁନା_ହାର_ସହିତ_ନଗଦ_ଟଙ୍କା_ଲୁଟିନେଇ_ପଳାଇଥିବା_ଚୋର_କୁ_ଧରିଲା_ପୋଲିସ ସୁନାହାର ସହିତ ନଗଦ ଟଙ୍କା ଚୋରି କରି ପଳାଇଥିବା ଚୋର କୁ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରୁ ଚୋରକୁ ଧରିଲା କରଞ୍ଜିଆ ପୋଲିସ,ଚୋରି ହାର ଉଦ୍ଧାର | #latastnewsupdate #BreakingNews #Mayurbhanj #Karanjia #pabitranewsodisha

Kendujhar Town, Kendujhar | Jun 17, 2026

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କଅଁସ ଗ୍ରାମରେ ଧୁମ୍ ଧାମରେ ରଜ ମହୋତ୍ସବ ପାଳିତ,ଖାଈ ଦୋଳି,ପଟା ଦୋଳି ଭଳି ବିଭିନ୍ନ ପାରମ୍ପାରିକ ଦୋଳି ସାଙ୍ଗକୁ ରଜ ପାନ ଖାଈ ମଜା ଉଠାଉଛନ୍ତି ଦର୍ଶକ,ଦିର୍ଘ ୪ଦିନ ଧରି ଏଠାରେ ରଜ ପାଳନ କରାଯିବ।
#rajamahotsav #odiaparampara #kansa #ghasipura #anandapur #kendujhar #odisha
#kendujharhalchal

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କଅଁସ ଗ୍ରାମରେ ଧୁମ୍ ଧାମରେ ରଜ ମହୋତ୍ସବ ପାଳିତ,ଖାଈ ଦୋଳି,ପଟା ଦୋଳି ଭଳି ବିଭିନ୍ନ ପାରମ୍ପାରିକ ଦୋଳି ସାଙ୍ଗକୁ ରଜ ପାନ ଖାଈ ମଜା ଉଠାଉଛନ୍ତି ଦର୍ଶକ,ଦିର୍ଘ ୪ଦିନ ଧରି ଏଠାରେ ରଜ ପାଳନ କରାଯିବ। #rajamahotsav #odiaparampara #kansa #ghasipura #anandapur #kendujhar #odisha #kendujharhalchal

Anandapur, Kendujhar | Jun 17, 2026

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବସନ୍ତପୁରା ଗ୍ରାମରେ ଜମୁଛି ଓଡିଶାର ଗଣପର୍ବ ରଜ ମଉଜ,ଦୋଳି ସାଙ୍ଗକୁ ନାଚ ଗୀତରେ ଝୁମୁଛନ୍ତି ଦର୍ଶକ,ସନ୍ଧ୍ୟା ହେଲେ ଜମୁଛି ଅଞ୍ଚଳ ବାସୀଙ୍କ ଭିଡ଼,ଦୋଳି ସହିତ ରଜ ପାନ ଖାଇ ମଜା ଉଠାଉଛନ୍ତି ଦର୍ଶକ।
#rajamahotsav #odiaparampara #basantapura #ghasipura #anandapur #kendujhar #Odisha 
#kendujharhalchal

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବସନ୍ତପୁରା ଗ୍ରାମରେ ଜମୁଛି ଓଡିଶାର ଗଣପର୍ବ ରଜ ମଉଜ,ଦୋଳି ସାଙ୍ଗକୁ ନାଚ ଗୀତରେ ଝୁମୁଛନ୍ତି ଦର୍ଶକ,ସନ୍ଧ୍ୟା ହେଲେ ଜମୁଛି ଅଞ୍ଚଳ ବାସୀଙ୍କ ଭିଡ଼,ଦୋଳି ସହିତ ରଜ ପାନ ଖାଇ ମଜା ଉଠାଉଛନ୍ତି ଦର୍ଶକ। #rajamahotsav #odiaparampara #basantapura #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 17, 2026

#ଦୁର୍ଘଟଣା_ଘଟାଇ_ଚମ୍ପଟ_ମାରୁଥିବ_ଟ୍ରକ_ଜବତ 
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଵାମନାଶାଳ ନିକଟରେ  ପ୍ରାତଃ ଭ୍ରମଣ କରୁଥିବା ବେଳେ ୨ ଜଣ ଯୁବକ ଙ୍କୁ ପଛପଟରୁ ଧକ୍କା ଦେଇ ଦୃତ ଗତିରେ ଚମ୍ପଟ ମାରୁଥିବା ବେଳେ ଟ୍ରକ୍ କୁ ଜବତ କରିଛି ଠାକୁରମୁଣ୍ଡା ଥାନା ପୋଲିସ୍। 
#latastnewsupdate #pabitranewsodishalive #breakingnews #mayurbhanj

#ଦୁର୍ଘଟଣା_ଘଟାଇ_ଚମ୍ପଟ_ମାରୁଥିବ_ଟ୍ରକ_ଜବତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଵାମନାଶାଳ ନିକଟରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ୨ ଜଣ ଯୁବକ ଙ୍କୁ ପଛପଟରୁ ଧକ୍କା ଦେଇ ଦୃତ ଗତିରେ ଚମ୍ପଟ ମାରୁଥିବା ବେଳେ ଟ୍ରକ୍ କୁ ଜବତ କରିଛି ଠାକୁରମୁଣ୍ଡା ଥାନା ପୋଲିସ୍। #latastnewsupdate #pabitranewsodishalive #breakingnews #mayurbhanj

Kendujhar Town, Kendujhar | Jun 17, 2026

ଓଡ଼ିଶାର ଗଣପର୍ବ #ରଜ ପାଈଁ ଉତ୍ସବ ମୁଖର #କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଲକ
#ବାଲିପାଳ ଗାଁ,ସନ୍ଧ୍ୟା ହେଲେ କେନ୍ଦୁଝର ଜିଲ୍ଲା ତଥା ଜିଲ୍ଲା ବାହାରୁ ବଢୁଛି ହଜାର ହଜାର ଦର୍ଶକଙ୍କ ଗହଳି,ପାରମ୍ପାରିକ ଦୋଳି ଖେଳିବା ସହିତ ସୁସ୍ଵାଦୁ ଖାଦ୍ୟର ମଜା ନେଉଛନ୍ତି ଦର୍ଶକ।
#rajamahotsav #odiaparampara #balipal #ghasipura #anandapur #kendujhar #Odisha 
#kendujharhalchal

ଓଡ଼ିଶାର ଗଣପର୍ବ #ରଜ ପାଈଁ ଉତ୍ସବ ମୁଖର #କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଲକ #ବାଲିପାଳ ଗାଁ,ସନ୍ଧ୍ୟା ହେଲେ କେନ୍ଦୁଝର ଜିଲ୍ଲା ତଥା ଜିଲ୍ଲା ବାହାରୁ ବଢୁଛି ହଜାର ହଜାର ଦର୍ଶକଙ୍କ ଗହଳି,ପାରମ୍ପାରିକ ଦୋଳି ଖେଳିବା ସହିତ ସୁସ୍ଵାଦୁ ଖାଦ୍ୟର ମଜା ନେଉଛନ୍ତି ଦର୍ଶକ। #rajamahotsav #odiaparampara #balipal #ghasipura #anandapur #kendujhar #Odisha #kendujharhalchal

Anandapur, Kendujhar | Jun 17, 2026

#ବାଲିପାଳ_ଗାଁରେ_ଜମୁଛି_ଓଡିଶାର_ଗଣପର୍ବ_ରଜ!! ସନ୍ଧ୍ୟାହେଲେ ବଢୁଛି #କେନ୍ଦୁଝର_ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଦର୍ଶକଙ୍କ ଭିଡ଼।
#RajaMouja #Balipal #Daradipal #Ghasipura #Kendujhar #RajaCelibration

#ବାଲିପାଳ_ଗାଁରେ_ଜମୁଛି_ଓଡିଶାର_ଗଣପର୍ବ_ରଜ!! ସନ୍ଧ୍ୟାହେଲେ ବଢୁଛି #କେନ୍ଦୁଝର_ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଦର୍ଶକଙ୍କ ଭିଡ଼। #RajaMouja #Balipal #Daradipal #Ghasipura #Kendujhar #RajaCelibration

Ghasipura, Kendujhar | Jun 16, 2026