କେନ୍ଦୁଝର: ଛେଳି ପାଳନ କରି ଆତ୍ମନିର୍ଭର ହେଉଛନ୍ତି ମହିଳା ଏସ୍ ଏଚ୍ ଜି ସଦସ୍ୟା
Kendujhar, Kendujhar | Nov 27, 2026
କେନ୍ଦୁଝର ଜିଲ୍ଲା ଘଟଗାଁ ବଡ଼ଜିଉଳିର ଦାରୁବ୍ରହ୍ମ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଛେଳି ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। OFSDS–OMBADC ଜୀବିକା ବିକାଶ ପ୍ରକଳ୍ପ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସଶକ୍ତ କରିବାକୁ ଏହି ପ୍ରୟାସ କରାଯାଉଛି।