୨୦୨୬ ନଭେମ୍ବର ୨୭ ପାଇଁ ପାଣିପାଗ ବୁଲେଟିନ୍ ଜାରି। ବୈଜ୍ଞାନିକ ଡଃ ସଞ୍ଜୀବ ଦ୍ୱିବେଦୀ ସକାଳ ୮ଟା ୩୦ର ପର୍ଯ୍ୟବେକ୍ଷଣ ଆଧାରରେ ତାପମାତ୍ରା ଓ ଆଗାମୀ ଦିନର ପାଣିପାଗ ସମ୍ପର୍କରେ ସୂଚନା ଦେଇଛନ୍ତି।