କେନ୍ଦୁଝରରେ ନୂଆ ହର୍ବାଲ ଗାର୍ଡେନ୍: ୮୦ ପ୍ରକାରର ଔଷଧୀୟ ଗଛ ରୋପଣ
Kendujhar, Kendujhar | Nov 27, 2026
କେନ୍ଦୁଝର ବନଖଣ୍ଡର ବେଲଦା ବିଟ୍ଠାରେ ନୂଆ ହର୍ବାଲ ଗାର୍ଡେନ୍ ସ୍ଥାପିତ। SMPB ଯୋଜନା 2025-26 ଅଧୀନରେ 80 ପ୍ରକାରର 1600 ଔଷଧୀୟ ଚାରା ରୋପଣ କରାଯାଇଛି। ଏହାର ଲକ୍ଷ୍ୟ ଜୈବ ବିବିଧତା ସୁରକ୍ଷା ଓ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବା।