Public App Logo
Jansamasya
News
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Ahmedabad
Pmmodi
Rahulgandhi

News in Kanjipani

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷ ଶାସନ କାଳ ପୂର୍ତ୍ତୀ, ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷ ଶାସନ କାଳ ପୂର୍ତ୍ତୀ, ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା

Ghasipura, Kendujhar | Jun 10, 2026

#ଟ୍ରକରେ_ରଖିଥିବା_ଗ୍ୟାସ୍_ବିସ୍ଫୋରଣ 
ନୂଆପଡ଼ା ଜିଲ୍ଲା ସିନାପାଲି ବାବାମଠ ନିକଟରେ ଟ୍ରକ୍ ର କେବିନ ଭିତରେ ଗ୍ୟାସ୍ ବିସ୍ଫୋରଣ ଅଳ୍ପ କେ ବର୍ତିଲେ ଚାଳକ ଘଟଣା ସ୍ଥଳକୁ ସିନାପାଲି ଅଗ୍ନି ବିଭାଗ ପହଞ୍ଚି ନିଆଁକୁ ଆୟୋତ କରୁଥିଲେ ।
#latastnewsupdate #pabitranews #OdishaNews #nuapada #sinapali

#ଟ୍ରକରେ_ରଖିଥିବା_ଗ୍ୟାସ୍_ବିସ୍ଫୋରଣ ନୂଆପଡ଼ା ଜିଲ୍ଲା ସିନାପାଲି ବାବାମଠ ନିକଟରେ ଟ୍ରକ୍ ର କେବିନ ଭିତରେ ଗ୍ୟାସ୍ ବିସ୍ଫୋରଣ ଅଳ୍ପ କେ ବର୍ତିଲେ ଚାଳକ ଘଟଣା ସ୍ଥଳକୁ ସିନାପାଲି ଅଗ୍ନି ବିଭାଗ ପହଞ୍ଚି ନିଆଁକୁ ଆୟୋତ କରୁଥିଲେ । #latastnewsupdate #pabitranews #OdishaNews #nuapada #sinapali

Kendujhar Town, Kendujhar | Jun 10, 2026

#କୋଡ଼ଖମଣ_ଗ୍ରାମରେ_ପ୍ରସ୍ତାବିତ_ଗ୍ରାମ_ସଭାକୁ_ନେଇ_ତେଜିଛି_ବିରୋଧ।
କେନ୍ଦୁଝର ଜିଲ୍ଲାର କୋଡ଼ଖମଣ ଗ୍ରାମରେ ପ୍ରସ୍ତାବିତ ଗ୍ରାମ ସଭାକୁ ନେଇ ତେଜିଛି ବିରୋଧ। ଆଜି ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ଯମୁନାପଶି ଗ୍ରାମ କମିଟି ପକ୍ଷରୁ ଏହି ଗ୍ରାମ ସଭାକୁ ତୀବ୍ର ବିରୋଧ କରାଯାଇଛି।
ପ୍ରତିରୋଧ ମଞ୍ଚର ଅଭିଯୋଗ ଅନୁଯାୟୀ, ଜିନ୍ଦଲ ପୋସ୍କୋ କମ୍ପାନୀ ପାଇଁ ବଳପୂର୍ବକ ଜମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଅନିୟମିତ ଭାବେ ଗ୍ରାମ ସଭା କରାଯାଉଛି। ଏହା ସହ ପୋଲିସ ପ୍ରଶାସନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରାଯାଉଥିବା ଅଭିଯୋଗ ମଧ୍ୟ କରାଯାଇଛି।
#latastnewsupdate #OdishaNews #pabitranews #keonjhar #posco #jsw

#କୋଡ଼ଖମଣ_ଗ୍ରାମରେ_ପ୍ରସ୍ତାବିତ_ଗ୍ରାମ_ସଭାକୁ_ନେଇ_ତେଜିଛି_ବିରୋଧ। କେନ୍ଦୁଝର ଜିଲ୍ଲାର କୋଡ଼ଖମଣ ଗ୍ରାମରେ ପ୍ରସ୍ତାବିତ ଗ୍ରାମ ସଭାକୁ ନେଇ ତେଜିଛି ବିରୋଧ। ଆଜି ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ଯମୁନାପଶି ଗ୍ରାମ କମିଟି ପକ୍ଷରୁ ଏହି ଗ୍ରାମ ସଭାକୁ ତୀବ୍ର ବିରୋଧ କରାଯାଇଛି। ପ୍ରତିରୋଧ ମଞ୍ଚର ଅଭିଯୋଗ ଅନୁଯାୟୀ, ଜିନ୍ଦଲ ପୋସ୍କୋ କମ୍ପାନୀ ପାଇଁ ବଳପୂର୍ବକ ଜମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଅନିୟମିତ ଭାବେ ଗ୍ରାମ ସଭା କରାଯାଉଛି। ଏହା ସହ ପୋଲିସ ପ୍ରଶାସନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରାଯାଉଥିବା ଅଭିଯୋଗ ମଧ୍ୟ କରାଯାଇଛି। #latastnewsupdate #OdishaNews #pabitranews #keonjhar #posco #jsw

Kendujhar Town, Kendujhar | Jun 10, 2026

କେନ୍ଦୁଝର ସଦର: ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏନ୍ସିସି ତାଲିମ ଶିବିର ଉଦଯାପିତ

କେନ୍ଦୁଝର ସଦର: ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏନ୍ସିସି ତାଲିମ ଶିବିର ଉଦଯାପିତ

Kendujhar Sadar, Kendujhar | Jun 10, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷ ଶାସନ ଅବସରରେ ମନ୍ଦିରରେ ପୂଜାର୍ଚନା,ଖାଳିଆମେଣ୍ଟା ମଣ୍ଡଳ ସଭାପତି ଯୋଗେନ୍ଦ୍ର ବାବୁ ଦାସଙ୍କ ନେତୃତ୍ୱରେ ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ବାବା ମହେଶ ମନ୍ଦିର ରେ ପୂଜାର୍ଚନା କରାଯାଇଥିଲା।
#BJPOdisha #narangapur  #ghasipurabjp #kendujharbjp 
#ghasipura #kendujhar #odisha #AnantaNayak #kendujharhalchal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷ ଶାସନ ଅବସରରେ ମନ୍ଦିରରେ ପୂଜାର୍ଚନା,ଖାଳିଆମେଣ୍ଟା ମଣ୍ଡଳ ସଭାପତି ଯୋଗେନ୍ଦ୍ର ବାବୁ ଦାସଙ୍କ ନେତୃତ୍ୱରେ ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମର ବାବା ମହେଶ ମନ୍ଦିର ରେ ପୂଜାର୍ଚନା କରାଯାଇଥିଲା। #BJPOdisha #narangapur #ghasipurabjp #kendujharbjp #ghasipura #kendujhar #odisha #AnantaNayak #kendujharhalchal

Anandapur, Kendujhar | Jun 10, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨ ବର୍ଷ ଶାସନ ଅବସର ରେ ଘସିପୁରା ବ୍ଲକ କଇଁଷିଆରୀ ଗାଁରେ ପୂଜାର୍ଚନା। ଦୀର୍ଘାୟୁ କାମନା ସହିତ ଆଗକୁ ଦେଶର ସର୍ବାଙ୍ଗୀନ ବିକାଶ ଆଶାରେ ଏହି ପୂଜାର୍ଚନା କରାଯାଇଥିବା ପ୍ରକାଶ କରିଛନ୍ତି।
#BJPOdisha #Gadabandhagoda #ghasipurabjp #kendujharbjp 
#ghasipura #kendujhar #odisha #AnantaNayak #kendujharhalchal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨ ବର୍ଷ ଶାସନ ଅବସର ରେ ଘସିପୁରା ବ୍ଲକ କଇଁଷିଆରୀ ଗାଁରେ ପୂଜାର୍ଚନା। ଦୀର୍ଘାୟୁ କାମନା ସହିତ ଆଗକୁ ଦେଶର ସର୍ବାଙ୍ଗୀନ ବିକାଶ ଆଶାରେ ଏହି ପୂଜାର୍ଚନା କରାଯାଇଥିବା ପ୍ରକାଶ କରିଛନ୍ତି। #BJPOdisha #Gadabandhagoda #ghasipurabjp #kendujharbjp #ghasipura #kendujhar #odisha #AnantaNayak #kendujharhalchal

Anandapur, Kendujhar | Jun 10, 2026