ସାହାରପଡ଼ା ଫାଣ୍ଡିରେ ନୂତନ ଅଧିକାରୀଙ୍କ ଯୋଗଦାନ: ଦୀର୍ଘ ଦିନର ସମସ୍ୟା ଦୂର
Kendujhar, Kendujhar | Nov 27, 2026
କେନ୍ଦୁଝର ଜିଲ୍ଲା ସାହାରପଡ଼ା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ଭାବେ ସବ୍ଇନ୍ସପେକ୍ଟର ରବୀନ୍ଦ୍ର ମୁଣ୍ଡାରୀ ଯୋଗଦାନ କରିଛନ୍ତି। ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ପଦବୀ ଖାଲି ପଡ଼ିଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା।