Public Logo

Latest News in Telkoi (Local videos)

ତେଲକୋଇ: ତେଲକୋଇ ରେଞ୍ଜ ସଲେଇକେନା ଗାଁରେ ହାତୀ ମୃତ୍ୟୁକୁ ନେଇ ପ୍ରତୀକ୍ରିୟା ରଖିଲେ ଜିଲା ଜଙ୍ଗଲ ଅଧିକାରୀ

Telkoi, Kendujhar | Jul 15, 2025
bholeswarpatra10
bholeswarpatra10 status mark
Share
Next Videos
ତେଲକୋଇ: ତେଲକୋଇ ରେଞ୍ଜ ସଲେଇକେନା ଗ୍ରାମର ସଲେଇକେନା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଭାଡିମରା ଚେକଡ୍ୟାମ ନିକଟରେ ଏକ ହାତୀର ଗଳିତ ମୃତଦେହ ଠାବ

ତେଲକୋଇ: ତେଲକୋଇ ରେଞ୍ଜ ସଲେଇକେନା ଗ୍ରାମର ସଲେଇକେନା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଭାଡିମରା ଚେକଡ୍ୟାମ ନିକଟରେ ଏକ ହାତୀର ଗଳିତ ମୃତଦେହ ଠାବ

bholeswarpatra10 status mark
Telkoi, Kendujhar | Jul 14, 2025
ତେଲକୋଇ: ତେଲକୋଇ ରେ ବାଦଲ ଫଟା ବର୍ଷା , ଦିନତମାମ ଲାଗିରହିଛି
ବର୍ଷା,ପିଟାନାଳୀ ନାଳରେ ୩ଫୁଟ ପାଣି ସ୍କୁଲ ବନ୍ଦ

ତେଲକୋଇ: ତେଲକୋଇ ରେ ବାଦଲ ଫଟା ବର୍ଷା , ଦିନତମାମ ଲାଗିରହିଛି ବର୍ଷା,ପିଟାନାଳୀ ନାଳରେ ୩ଫୁଟ ପାଣି ସ୍କୁଲ ବନ୍ଦ

bholeswarpatra10 status mark
Telkoi, Kendujhar | Jul 14, 2025
ତେଲକୋଇ: ତେଲକୋଇରେ ଜନଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି, ଅଞ୍ଚଳର ଜନସାଧାରଣ ଏହାର ଲାଭ ଉଠାଇ ପାରିବେ

ତେଲକୋଇ: ତେଲକୋଇରେ ଜନଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି, ଅଞ୍ଚଳର ଜନସାଧାରଣ ଏହାର ଲାଭ ଉଠାଇ ପାରିବେ

bholeswarpatra10 status mark
Telkoi, Kendujhar | Jul 13, 2025
ତେଲକୋଇ: ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତା ସମାକୋଇ ଜଙ୍ଗଲ ହାତୀ ପୁଷ୍ଟର ନିକଟରେ ସଡ଼କ ଦୁର୍ଘଟଣା

ତେଲକୋଇ: ଟେଣ୍ଟେଇ ନାଳି ଗାଁରେ ପଲୁଆ ହାତୀ ଥିବା ନେଇ ତେଲକୋଇ ବନବିଭାଗରସୂଚନା ,ହାତୀକୁ କଡ଼ା ନଜର ରଖିଛି ବନବିଭାଗ

Telkoi, Kendujhar | Jul 12, 2025
ତେଲକୋଇ: ଛାମୁଣ୍ଡା ଗ୍ରାମପଞ୍ଚାୟତ ଅଧିନ ସିରିଆବାହାଳ ଗାଁ ରାସ୍ତା ପାଲଟିଛି ମରଣ ଯନ୍ତା, ଲୋକେ ଭୋଗୋଛନ୍ତି ଯମନ୍ତ୍ରଣା #Jansamasya

ତେଲକୋଇ: ଛାମୁଣ୍ଡା ଗ୍ରାମପଞ୍ଚାୟତ ଅଧିନ ସିରିଆବାହାଳ ଗାଁ ରାସ୍ତା ପାଲଟିଛି ମରଣ ଯନ୍ତା, ଲୋକେ ଭୋଗୋଛନ୍ତି ଯମନ୍ତ୍ରଣା #Jansamasya

bholeswarpatra10 status mark
Telkoi, Kendujhar | Jul 11, 2025
ତେଲକୋଇ: ଛାମୁଣ୍ଡା ପଞ୍ଚାୟତ ସିରିଆବାହାଳ ଗାଁରେ ବୁଲିଲା ଖଣ୍ଡା , ଗୁରୁତରଙ୍କୁ ତେଲକୋଇ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଗଲା

ତେଲକୋଇ: କାଞ୍ଜିପାଣି ଥାନା ଅନ୍ତର୍ଗତ ବାରବାକଂ ଘାଟି ଘନ କୁହୁଡ଼ି ଭରା ।ଆନ୍ଧାରିଆ ରାସ୍ତାରେ ଲୋକେ ନାହିଁ ନ ଥିବା ଅସୁବିଧା

Telkoi, Kendujhar | Jul 10, 2025
ତେଲକୋଇ: କୁଲାଡେରାରେ ପଲୁଆ ହାତୀ ଆତଙ୍କ ,ଧାନ ତଳି ଖାଇବା ସହ ଉତ୍ପାତ କରୁଛନ୍ତି.

ତେଲକୋଇ: କୁଲାଡେରାରେ ପଲୁଆ ହାତୀ ଆତଙ୍କ ,ଧାନ ତଳି ଖାଇବା ସହ ଉତ୍ପାତ କରୁଛନ୍ତି.

bholeswarpatra10 status mark
Telkoi, Kendujhar | Jul 9, 2025
ତେଲକୋଇ: ଲକ୍ଷ୍ମୀନାରାୟଣ ପୁର ,ସ୍ୱାମୀ ମୃତ୍ୟୁର ସାତବର୍ଷ ବିତିଯାଇ ଥିଲେବି ଉତ୍ତାରୁ ବଞ୍ଚିତ ,ଚାରିକୁନି ଛୁଆକୁ ନେଇ ପରିବାର ସମସ୍ୟାରେ #Jansamasya

ତେଲକୋଇ: ଲକ୍ଷ୍ମୀନାରାୟଣ ପୁର ,ସ୍ୱାମୀ ମୃତ୍ୟୁର ସାତବର୍ଷ ବିତିଯାଇ ଥିଲେବି ଉତ୍ତାରୁ ବଞ୍ଚିତ ,ଚାରିକୁନି ଛୁଆକୁ ନେଇ ପରିବାର ସମସ୍ୟାରେ #Jansamasya

bholeswarpatra10 status mark
Telkoi, Kendujhar | Jul 8, 2025
ତେଲକୋଇ: ତେଲକୋଇ ରେଞ୍ଜର କନ୍ତଲେଇ, ଦୁଲ୍ଲଭ ପୂର ,ବନବିହାରୀ ପୂର , କୁଲାଡେରା ଗାଁରେ ପଲୁଆ  ହାତୀ ଆତଙ୍କ

ତେଲକୋଇ: ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା

usr04050397 status mark
Telkoi, Kendujhar | Jul 7, 2025
ତେଲକୋଇ: ମୌଳିକ ଅଧିକାରରୁ ଆଦିବାସି ଜନଜାତିି ବଞ୍ଚିତ ,ସମସ୍ୟା ଘେରରେ ଜନଜାତି ,କୁଲାଡ଼େରା ମଲାର ସାହି #Jansamasya

ତେଲକୋଇ: ମୌଳିକ ଅଧିକାରରୁ ଆଦିବାସି ଜନଜାତିି ବଞ୍ଚିତ ,ସମସ୍ୟା ଘେରରେ ଜନଜାତି ,କୁଲାଡ଼େରା ମଲାର ସାହି #Jansamasya

bholeswarpatra10 status mark
Telkoi, Kendujhar | Jul 7, 2025
ତେଲକୋଇ: ବେଣା ଗାଁରେ ଲଗାଣ ବର୍ଷାରେ ଘରେ ପାଣି, ଦୟନୀୟ ଅବସ୍ଥାରେ ଗୋଟିଏ ପରିବାରର ଛଅ ଜଣ

ତେଲକୋଇ: ବାଂଶପାଳ ବ୍ଲକ ହଳଡ଼ିହସାହି ଗାଁ ଲୋକେ ବର୍ଷାର ପାଣି ଘେରରେ #vairal

Telkoi, Kendujhar | Jul 6, 2025
ତେଲକୋଇ: ଲଗାଣ ବର୍ଷାରେ ମାଟି କୁଡ଼ିଆ ଭଙ୍ଗା ଘରେ ପାଣି ସମସ୍ୟା ଘେରରେ ବେଣା ଗାଁର ଏକାଧିକ ପରିବାର ,ପ୍ରତୀକ୍ରିୟା ରଖିଲେ # Jansamasya

ତେଲକୋଇ: ବାଉଁଶଯୋରା ଅସ୍ଥାୟୀପୁଲ ଭାଙ୍ଗି ଜଗମୋହ ପୂର-ତେଲକୋଇ ସମ୍ପୁର୍ଣ୍ଣ ପୁଣି ଥରେ ବିଛିନ୍ନ

Telkoi, Kendujhar | Jul 5, 2025
ତେଲକୋଇ: ଉଦୟଗିରି ମହାନ୍ତ ସାହିରେ ଧାନ ଫସଲ ରକ୍ଷା କରିବାକୁ ଯାଇ ହାତୀ ଆକ୍ରମଣରେ ଯୁବକ ମୃତ

ତେଲକୋଇ: କାଳିଆହତା ପଞ୍ଚାୟତ ବାଲି ଗାଁର ଆଦିବାସି ଅଧ୍ୟୁଷିତ ଜନଜାତି ରାସ୍ତାକୁ ନେଇ ନାହିଁ ନ ଥିବା ସମସ୍ୟାରେ #Jansamasya

Telkoi, Kendujhar | Jul 4, 2025
ତେଲକୋଇ: ତେଲକୋଇରେଞ୍ଜ କାଳିଆହତା ସେକ୍ସନ ରେକୁଟି ଗାଁରେ
ହାତୀ ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

ତେଲକୋଇ: ତେଲକୋଇରେଞ୍ଜ କାଳିଆହତା ସେକ୍ସନ ରେକୁଟି ଗାଁରେ ହାତୀ ଭାଙ୍ଗିଲେ ଘର ଖାଇଲେ ଧାନ, ଚାଉଳ

bholeswarpatra10 status mark
Telkoi, Kendujhar | Jul 4, 2025
ତେଲକୋଇ: କନ୍ତଲେଇ ଗ୍ରାମର ପାତ୍ର ସାହି ଓ ଖୋଳ ସାହି ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା #jansamasya

ତେଲକୋଇ: କନ୍ତଲେଇ ଗ୍ରାମର ପାତ୍ର ସାହି ଓ ଖୋଳ ସାହି ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା #jansamasya

bholeswarpatra10 status mark
Telkoi, Kendujhar | Jul 2, 2025
ତେଲକୋଇ: ଗୋଳାବନ୍ଧ ଧାନ ତଳିକୁ ମାଡ଼ି ନଷ୍ଟକଲେ ପଲୁଆ ହାତୀ, ଚଳିତ ବର୍ଷ ହାତୀଙ୍କ କବଳରୁ କିପରି ଧାନ ଚାଷକୁ ରକ୍ଷା କରିବେ ଚିନ୍ତାରେ ଚାଷି

ତେଲକୋଇ: ଦୁଲ୍ଲଭପୁର ଛକ ରାସ୍ତାରେ ବିଦ୍ୟୁତ ତାରକୁ ଘୋଷାଡ଼ି ନେଲା ଟ୍ୟାଙ୍କର, ଉପୁଡିଲା ବିଦ୍ୟୁତ ପୋଲ ଓ ସୃଷ୍ଟି ହେଲା ଟ୍ରାଫିକ ସମସ୍ୟା

Telkoi, Kendujhar | Jul 1, 2025
ତେଲକୋଇ: ଗୋଳାବନ୍ଧ ଛକ ରାସ୍ତା ପାର୍ଶ୍ଵରେ ଅଜଣା ଯୁବକ ସଂଜ୍ଞାହିନ ଅବସ୍ଥାରେ ,ପରିଚୟ ଅଷ୍ପଷ୍ଟ

ତେଲକୋଇ: ଗୋଳାବନ୍ଧ ଛକ ରାସ୍ତା ପାର୍ଶ୍ଵରେ ଅଜଣା ଯୁବକ ସଂଜ୍ଞାହିନ ଅବସ୍ଥାରେ ,ପରିଚୟ ଅଷ୍ପଷ୍ଟ

bholeswarpatra10 status mark
Telkoi, Kendujhar | Jun 30, 2025
Load More
Contact Us