Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Gujarat
Accident
Congress
Modi
Delhi
Viral
Up
Rajasthan
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh

News in Soso

#ଜିନ୍ଦଲ_ହଟାଅ_ଭିଟାମାଟି_ବଞ୍ଚାଅ 
ଆଜି ତାରିଖ ୧୦ ଜୁଲାଇ ୨୦୨୬ରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚିଲିଦା ଗ୍ରାମରେ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ, ଚିଲିଦା ଗ୍ରାମ କମିଟି ପକ୍ଷରୁ ବଳପୂର୍ବକ ଜମି ଅଧିଗ୍ରହଣ ଏବଂ କଥିତ ବେଆଇନ ଗ୍ରାମସଭାକୁ ବିରୋଧ କରି ତୀବ୍ର ପ୍ରତିବାଦ କରାଯାଇଛି।
#latastnewsupdate #pabitranews #keonjhar #JindalIndiaLimited #patna

#ଜିନ୍ଦଲ_ହଟାଅ_ଭିଟାମାଟି_ବଞ୍ଚାଅ ଆଜି ତାରିଖ ୧୦ ଜୁଲାଇ ୨୦୨୬ରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚିଲିଦା ଗ୍ରାମରେ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ, ଚିଲିଦା ଗ୍ରାମ କମିଟି ପକ୍ଷରୁ ବଳପୂର୍ବକ ଜମି ଅଧିଗ୍ରହଣ ଏବଂ କଥିତ ବେଆଇନ ଗ୍ରାମସଭାକୁ ବିରୋଧ କରି ତୀବ୍ର ପ୍ରତିବାଦ କରାଯାଇଛି। #latastnewsupdate #pabitranews #keonjhar #JindalIndiaLimited #patna

Kendujhar Town, Kendujhar | Jul 10, 2026

#ରୋଗୀ_ସେବା_ପାଇଁ_ତାଳଚେର_କ୍ରିୟାନୁଷ୍ଠାନ_କମିଟି_ପକ୍ଷ_ରୁ_ଗଣଧାରଣା 
ତାଳଚେର ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଉପସଭାପତି ସୁଲେଖ ସେଠି, ରଖିଲେ ପ୍ରତୀକ୍ରିୟା |
#latastnewsupdate #pabitranewsodishalive #BreakingNews #pabitranews #talcher

#ରୋଗୀ_ସେବା_ପାଇଁ_ତାଳଚେର_କ୍ରିୟାନୁଷ୍ଠାନ_କମିଟି_ପକ୍ଷ_ରୁ_ଗଣଧାରଣା ତାଳଚେର ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଉପସଭାପତି ସୁଲେଖ ସେଠି, ରଖିଲେ ପ୍ରତୀକ୍ରିୟା | #latastnewsupdate #pabitranewsodishalive #BreakingNews #pabitranews #talcher

Kendujhar Town, Kendujhar | Jul 10, 2026

#ଲଘୁଚାପ_ଉଜାଡିଲା_ପନି_ପରିବା_ଚାଷ
#ଚିନ୍ତାରେ_ଚାଷୀ
ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ, ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ପନି ପରିବା ଚାଷକୁ ଉଜାଡି ଦେଇଛି। ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଚାଷୀ ମାନେ ଚିନ୍ତାରେ ପଡିଛନ୍ତି। 
#latastnewsupdate #pabitranewsodishalive #BreakingNews #pabitranews #anadpur #keonjhar #hatadihi

#ଲଘୁଚାପ_ଉଜାଡିଲା_ପନି_ପରିବା_ଚାଷ #ଚିନ୍ତାରେ_ଚାଷୀ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ, ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ପନି ପରିବା ଚାଷକୁ ଉଜାଡି ଦେଇଛି। ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଚାଷୀ ମାନେ ଚିନ୍ତାରେ ପଡିଛନ୍ତି। #latastnewsupdate #pabitranewsodishalive #BreakingNews #pabitranews #anadpur #keonjhar #hatadihi

Kendujhar Town, Kendujhar | Jul 10, 2026