Public App Logo
Profile Picture

ନିଶ୍ଚିନ୍ତକୋଇଲି ଖବର

@umakantajena08
22244Followers
1Following
ମାହାଙ୍ଗା: ମାହାଙ୍ଗା ବ୍ଳକ ଓଳକଣା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବ୍ଳକ।କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ମିଶ୍ରଣ ପର୍ବ ଅନୁଷ୍ଠିତ।
ମାହାଙ୍ଗା: ମାହାଙ୍ଗା ବ୍ଳକ ଅଳିଯୋଡ଼ା ଠାରେ ବିଜେଡି ପକ୍ଷରୁ ବିଧାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ।
ମାହାଙ୍ଗା: ନୃତାଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ।ଆଜି ସଖାଳେ  ଅଭିଯୋଗ କଲେ ଅଗ୍ନିବିପନ।
ମାହାଙ୍ଗା: ମାହାଙ୍ଗା ବ୍ଳକ ଅଳିଯୋଡ଼ା ଠରେ ବିଧାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ।
ମାହାଙ୍ଗା: ମାହାଙ୍ଗା ବ୍ଳକ କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ଦୌଲତପୁର ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ।
ମାହାଙ୍ଗା: ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅଳିଯୋଡ଼ା ଠାରେ ବିଧାୟକଙ୍କ ଉପସ୍ଥିତିରେ  ଅନ୍ୟଦଳ ଛାଡି ବିଜେଡିରେ ଯୋଗଦାନ।
ମାହାଙ୍ଗା: ଲଳିତଗିରି ଗ୍ରାମରେ ବାପାର କଟୁରି ଚୋଟରେ ପୁଅ ଗୁରୁତର ଘଟଣାରେ ବାପାକୁ କୋର୍ଟ ଚାଲାଣ କଲା ମାହାଙ୍ଗା ପୋଲିସ।
ମାହାଙ୍ଗା: ଲଳିତଗିରି ଗ୍ରାମରେ ବାପାର କଟୁରୀ ଚୋଟରେ ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ମାହାଙ୍ଗା: ବିଦ୍ୟୁତ ସମସ୍ୟାକୁ ନେଇ ଗୋପପୁର ଗ୍ରାମବାସୀ କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି କଲେଜ ଛକ ନିକଟରେ  କଲେ ରାସ୍ତା ରୋକ।
ମାହାଙ୍ଗା: ମଉଦା ଗ୍ରାମରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର 7ଜଣ ଆକ୍ରାନ୍ତ। ଜଣକର ମୃତ୍ୟୁ।
ମାହାଙ୍ଗା: ଭଦ୍ରେଶ୍ୱର ପୋଲିସ ପକ୍ଷରୁ ଉମର ଠାରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ
ମାହାଙ୍ଗା: ଅଳିଯୋଡ଼ା ଠାରେ ବିଧାୟକଙ୍କ ଉପସ୍ଥିତିରେ ମାହାଙ୍ଗା ବ୍ଲକର ୬୦ରୁ ଉର୍ଦ୍ଧ୍ବ କର୍ମୀ ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ
ମାହାଙ୍ଗା: କଇଥା ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା
ମାହାଙ୍ଗା: ଜଗନ୍ନାଥପୁର ଖେଳ ପଡ଼ିଆରେ ଇଦ ମିଳନ ଉତ୍ସବରେ ଯୋଗଦେଲେ ବିଧାୟକ
ମାହାଙ୍ଗା: ମାହାଙ୍ଗା ଥାନା ଶୁଖୁଆପଡା ଗ୍ରାମରେ 3ବର୍ଷ ତଳେ ଘଟିଥିବା ନାବଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ମାହାଙ୍ଗା ପୋଲିସ।
ମାହାଙ୍ଗା: ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ  ପ୍ରାଥୀ ଭାବେ ଆଜି କଂଗ୍ରେସ ଭବନରୁ ଘୋଷଣା। ମାହାଙ୍ଗା ବ୍ଳକ କୁଆଁପାଳ ଠାରେ ସ୍ୱାଗତ।
ମାହାଙ୍ଗା: ବିଧାୟକଙ୍କ ଉପସ୍ଥିତିରେ ଅଳିଯୋଡ଼ା ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ
ମାହାଙ୍ଗା: ନିଶ୍ଚିନ୍ତକୋଇଲି ବଉଳ ବଜାର ଠାରେ ସ୍ୱର୍ଗତ ବିଜୁବାବୁଙ୍କ  27ତମ ଶ୍ରାଦ୍ଧ ବାର୍ଷିକ  ଉପଲକ୍ଷେ ବିଧାୟକଙ୍କ ଶ୍ରଦ୍ଧାଞ୍ଜଳି।
ମାହାଙ୍ଗା: ନିଶ୍ଚିନ୍ତକୋଇଲି ବଜାରରେ ବିଜେଡି ପକ୍ଷରୁ ଆୟୋଜିତ ଜଳଛତ୍ର କାର୍ଯ୍ୟକ୍ରମକୁ   ଉଦ୍ଘାଟନ କଲେ ବିଧାୟକ।
ମାହାଙ୍ଗା: ମଲ୍ଲିପୁରସ୍ଥିତ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ
ମାହାଙ୍ଗା: ନିଶ୍ଚିନ୍ତକୋଇଲି ବ୍ଳକ ବରାଦ ଗ୍ରାମରେ ଅନୁଷ୍ଠିତ ଚତୁର୍ଥ ପ୍ରହାର ବ୍ୟାପି ନାମଯଜ୍ଞରେ ଯୋଗଦେଲେ ବିଧାୟକ।
ମାହାଙ୍ଗା: ମାହାଙ୍ଗା ବ୍ଳକ ବିଦ୍ୟୁତ ବିଭାଗ ପକ୍ଷରୁ ଅଗ୍ନି ବୈଦ୍ୟୁତିକ ନିରାପତ୍ତା ପ୍ରଶିକ୍ଷଣ ଶିବିର ମାହାଙ୍ଗା ଉପଖଣ୍ଡ ଅଳିଯୋଡ଼ା ଠାରେ ଅନୁଷ୍ଠିତ।
ମାହାଙ୍ଗା: ନିଶ୍ଚିନ୍ତକୋଇଲି ବ୍ଲକର ୨୦ରୁ ଉର୍ଦ୍ଧ୍ବ କର୍ମୀ ଅନ୍ୟ ଦଳ ଛାଡି ଅଳିଯୋଡ଼ା ଠାରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ
ମାହାଙ୍ଗା: କୋଳିଅଠା ଠାରେ ବ୍ଲକ କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ମିଶ୍ରଣ ପର୍ବ ଅନୁଷ୍ଠିତ
ମାହାଙ୍ଗା: ମାହାଙ୍ଗା ବ୍ଳକ ଅଳିଯୋଡ଼ା ସ୍ଥିତ ବିଧାୟକଙ୍କ ବାସଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ।