ମାହାଙ୍ଗା: ମାହାଙ୍ଗା ବ୍ଳକ ଓଳକଣା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ବ୍ଳକ।କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ମିଶ୍ରଣ ପର୍ବ ଅନୁଷ୍ଠିତ।
ମାହାଙ୍ଗା ବ୍ଳକ କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟାଳୟ ଓଳକଣା ଠାରେ ଆଜି ବୁଧବାର ଅପରାହ୍ନରେ ମିଶ୍ରଣ ପର୍ବ ଅନୁଷ୍ଠିତ। ବ୍ଳକ କଂଗ୍ରେସ ସଭାପତି ଆଲେଖ ପ୍ରସାଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉକ୍ତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ପିସିସି ଶୃଙ୍ଖଳା କମିଟି ସଦସ୍ୟ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାଥୀ ଦେବେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ। ଅନ୍ୟଦଳ ଛାଡି 20ରୁ ଉର୍ଦ୍ଧ୍ବ କର୍ମୀ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି।