ମାହାଙ୍ଗା: ମାହାଙ୍ଗା ଥାନା ଶୁଖୁଆପଡା ଗ୍ରାମରେ 3ବର୍ଷ ତଳେ ଘଟିଥିବା ନାବଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ମାହାଙ୍ଗା ପୋଲିସ।
ମାହାଙ୍ଗା ଥାନା ଶୁଖୁଆପଡା ଗ୍ରାମରେ 3ବର୍ଷ ତଳେ ଘଟିଥିବା ନାବଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ମାହାଙ୍ଗା ପୋଲିସ। ଆଜି ଗୁରୁବାର ଅପରାହ୍ନରେ ଅଭିଯୁକ୍ତ ଗଣେଶ୍ୱର ବେହେରାକୁ ଗିରଫ କରି ମାହାଙ୍ଗା ଥାନା ଅଧିକାରୀ କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛନ୍ତି।