ମାହାଙ୍ଗା: କଇଥା ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା
ମାହାଙ୍ଗା ଗ୍ରସ୍ତ ସମୟରେ କଇଥା ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ସ୍ତାନୀୟ ବିଧାୟକ ପ୍ରତାପ ଜେନା।ଆଜି ଶୁକ୍ରବାର ରାତ୍ର 8 ଘଟିକା ସମୟରେ ମାହାଙ୍ଗା ଗ୍ରସ୍ତ ସମୟରେ କଇଥା ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିଥିଲେ। ତାଙ୍କ ସହ ଉପସ୍ଥିତଥିଲେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ।