ମଉଦା ଗ୍ରାମରେ ଗୋଟିଏ ପରିବାରର 7ଜଣ ଆକ୍ରାନ୍ତ। ଜଣକର ମୃତ୍ୟୁ। ଏଭଳି ଦୁଖଃଦ ଖବର ପାଇବା ପରେ ସହଯୋଗର ହାତ ବଢ଼ାଇଲେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାଥୀ ଅଙ୍କିତି ପ୍ରତାପ ଜେନା। ଗତକାଲି ଶନିବାର ରାତ୍ର 11 ଘଟିକା ସମୟରେ ବିଜେଡି ବିଧାୟକ ପ୍ରାଥୀ ଅଙ୍କିତି ପ୍ରତାପ ଜେନା ଖବର ପାଇବା ପରେ ଆକ୍ରାନ୍ତ ପରିବାର କୁ ସାହାଯ୍ୟ କରିଥିଲେ। ମହଙ୍ଗା ମେଡିକାଲ ଓ ନୃତାଙ୍ଗ ଉପ ଡାକ୍ତରଖାନାକୁ ପଠାଇଥିଲେ। ତିନିଜଣ ସୁସ୍ଥ ହୋଇଫେରିଥିବା ବେଳେ ଆଜି ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।