ମାହାଙ୍ଗା: ମାହାଙ୍ଗା ବ୍ଳକ ବିଦ୍ୟୁତ ବିଭାଗ ପକ୍ଷରୁ ଅଗ୍ନି ବୈଦ୍ୟୁତିକ ନିରାପତ୍ତା ପ୍ରଶିକ୍ଷଣ ଶିବିର ମାହାଙ୍ଗା ଉପଖଣ୍ଡ ଅଳିଯୋଡ଼ା ଠାରେ ଅନୁଷ୍ଠିତ।
ମାହାଙ୍ଗା ବ୍ଳକ ବିଦ୍ୟୁତ ବିଭାଗ ପକ୍ଷରୁ ଅଗ୍ନି ଓ ବୈଦୁତିକ ନିରାପତ୍ତା ପ୍ରଶିକ୍ଷଣ ଶିବିର ମାହାଙ୍ଗା ଉପଖଣ୍ଡ ଅଳିଯୋଡ଼ା ଠାରେ ଅନୁଷ୍ଠିତ। ଆଜି ମଙ୍ଗଳବାର ଅପରାହ୍ନରେ ମାହାଙ୍ଗା ବିଦ୍ୟୁତ ଉପଖଣ୍ଡ ଅଧିକ୍ଷ୍ୟକ ଯନ୍ତ୍ରୀ ପ୍ରକାଶ କୁମାର ମଣ୍ଡଳଙ୍କ ନେତୃତ୍ୱରେ ମାହାଙ୍ଗା ଡିଭିଜନର କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ପ୍ରଧାନ ଓ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଭଞ୍ଜନ ସିଂ ଅଧ୍ୟକ୍ଷତାରେ ବିଦ୍ୟୁତ ବିଭାଗ କର୍ମଚାରୀ ଓ ମାହାଙ୍ଗା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗରେ ଅଗ୍ନିନିରାପତା ଓ ବୈଦୁତିକ ନିରାପତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।