ମାହାଙ୍ଗା: ଲଳିତଗିରି ଗ୍ରାମରେ ବାପାର କଟୁରି ଚୋଟରେ ପୁଅ ଗୁରୁତର ଘଟଣାରେ ବାପାକୁ କୋର୍ଟ ଚାଲାଣ କଲା ମାହାଙ୍ଗା ପୋଲିସ।
ଲଳିତଗିରି ଗ୍ରାମରେ ବେପାର କଟୁରି ଚୋଟରେ ପୁଅ ଗୁରୁତର ଘଟଣାରେ ବାପାକୁ କୋର୍ଟ ଚାଲାଣ କଲା ମାହାଙ୍ଗା ପୋଲିସ।ସୂଚନା ମୁତାବକ ଘରୋଇ କଳିରୁ ବାପା କ୍ଷୀର ବେହେରା ପୁଅ ଅଜିତ କୁ କଟୁରୀ ରେ ଗତକାଲି ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଘଟଣାରେ ମାହାଙ୍ଗା ପୋଲିସ କ୍ଷୀର ବେହେରାଙ୍କୁ ଗିରଫକରି ଥାନାରେ ଅଟକରଖି ପଚରାଉଚରା କରିବା ପରେ ଆଜି ସୋମବାର ଅପରାହ୍ନରେ କ୍ଷୀର ବେହେରାକୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ମାହାଙ୍ଗା ପୋଲିସ।