ମାହାଙ୍ଗା: ନିଶ୍ଚିନ୍ତକୋଇଲି ବ୍ଳକ ବରାଦ ଗ୍ରାମରେ ଅନୁଷ୍ଠିତ ଚତୁର୍ଥ ପ୍ରହାର ବ୍ୟାପି ନାମଯଜ୍ଞରେ ଯୋଗଦେଲେ ବିଧାୟକ।
ନିଶ୍ଚିନ୍ତକୋଇଲି ବ୍ଳକ ବରାଦ ଗ୍ରାମରେ ଅନୁଷ୍ଠିତ ଚତୁର୍ଥ ପ୍ରହର ବ୍ୟାପି ନାମଯଜ୍ଞରେ ଯୋଗଦେଲେ ବିଧାୟକ। ଆଜି ମଙ୍ଗଳବାର ରାତ୍ର 9 ଘଟିକା ସମୟରେ ବରାଦ ଠାରେ ଅନୁଷ୍ଠିତ ଚତୁର୍ଥ ପ୍ରହର ବ୍ୟାପି ନାମ ଯଜ୍ଞରେ ଯୋଗଦେଲେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା । ବିଧାୟକ ପ୍ରତାପ ଜେନା ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।