ମାହାଙ୍ଗା: ନୃତାଙ୍ଗ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ।ଆଜି ସଖାଳେ ଅଭିଯୋଗ କଲେ ଅଗ୍ନିବିପନ।
ଗତକାଲି ବିଳମ୍ବିତ ରାତିରେ ନୃତାଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ। ମାହାଙ୍ଗା ଥାନାରେ ଅଭିଯୋଗ ଆଣିଲେ ଅଗ୍ନିବିପନ।ଆଜି ମଙ୍ଗଳବାର ସଖାଳ 10ଘଟିକା ସମୟରେ ଅଗ୍ନିବିପନ ଜୋସ୍ନାରାଣୀ ଦାସ ମାହାଙ୍ଗା ଥାନାରେ ଗତକାଲି ବିଳମ୍ବିତ ରାତ୍ରିରେ ସେହି ଗ୍ରାମର ଜଣେ ବ୍ୟକ୍ତି ନିଆଁ ଲଗାଇ ଦେଇଥିବା ନେଇ ମାହାଙ୍ଗା ଥାନାରେ ଆଜି ସୋମବାର ସଖାଳ 10 ଘଟିକା ସମୟରେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ତଦନ୍ତ କରୁଥିବା ନେଇ ଆଜି ସନ୍ଧ୍ୟାରେ ସୂଚନ ପ୍ରଦାନ କରିଛନ୍ତି।