ଆଜି ବୁଧବାର ଅପରାହ୍ନରେ ଓଡିଶା ର ଦ୍ୱିତୀୟ ଖାରବେଳ, କଳିଙ୍ଗ ସମ୍ରାଟ, ତଥା ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ର ପୁଣ୍ୟତିଥି ଅବସରରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଜଣାଇଲେ ଶ୍ରଦ୍ଧାଞ୍ଜଳି। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି ବଉଳ ବଜାର ସ୍ଥିତ ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।