ମାହାଙ୍ଗା: ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାଥୀ ଭାବେ ଆଜି କଂଗ୍ରେସ ଭବନରୁ ଘୋଷଣା। ମାହାଙ୍ଗା ବ୍ଳକ କୁଆଁପାଳ ଠାରେ ସ୍ୱାଗତ।
ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାଥୀ ଭାବେ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁଙ୍କ ନାମ ଆଜି ଗୁରୁବାର କଂଗ୍ରେସ ଭବନରୁ ଘୋଷଣା। ଘୋଷଣା ପରେ ମାହାଙ୍ଗା ବ୍ଳକ କଂଗ୍ରେସ ସଭାପତି ଅଲେଖ ପ୍ରସାଦ ସ୍ୱାଇଁଙ୍କ ନେତୃତ୍ୱରେ କୁଆଁପାଳ ଠାରେ ଆଜି ଗୁରୁବାର ରାତ୍ର 8 ଘଟିକା ସମୟରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କ ମହଲରେ ଖୁସିର ଲହରୀ ଦେଖା ଦେଇଛି।