ମାହାଙ୍ଗା: ଜଗନ୍ନାଥପୁର ଖେଳ ପଡ଼ିଆରେ ଇଦ ମିଳନ ଉତ୍ସବରେ ଯୋଗଦେଲେ ବିଧାୟକ
ଜଗନ୍ନାଥପୁର ଖେଳ ପଡିଆ ଠାରେ ଆଜି ରାତିରେ ଇଦ ମିଳନ ଉତ୍ସବରେ ଯୋଗଦେଲେ ବିଧାୟକ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦେଇ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭକାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ।