Public App Logo
Profile Picture

ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଖବର

@shiba5464
2654Followers
4Following
ଖଣ୍ଡପଡା: ଖଣ୍ଡପଡ଼ା ସହରରେ ବିଜେପିି ତରଫରୁ କାନ୍ଥରେ, ବାଡ଼ରେ କରାଯାଇଥିବା ୱାଲ ପେଣ୍ଟିଂରୁ ଦଳୀୟ ପ୍ରାର୍ଥୀଙ୍କ ନାମ ଲିଭାଗଲା।
ଖଣ୍ଡପଡା: ଖଣ୍ଡପଡ଼ା ସହରରେ ବିଜେପିର ଆଚରଣ ବିଧି ଉଲଙ୍ଘନ ନେଇ ସାଧାରଣରେ ଆଲୋଚନା।
ଖଣ୍ଡପଡା: ଖଣ୍ଡପଡ଼ା ମଧୁବନ ମିନି ଷ୍ଟାଡିୟମ ପଛପାଖ ପାହାଡ଼ରେ ନିଆଁ ଜଳୁଛି, ବିପଦରେ ବନ୍ୟପ୍ରାଣୀ।
ଖଣ୍ଡପଡା: ଖଳିସାହି - ଖଣ୍ଡପଡ଼ା ମୂଖ୍ୟ ରାସ୍ତାର ଖଣ୍ଡପଡ଼ା ସହର ପୁରୁଣା ଚେକ୍ ଗେଟ ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା। ୨ ବାଇକ୍ ଚାଳକ ଗୁରୁତର।
ଖଣ୍ଡପଡା: ଖଣ୍ଡପଡ଼ା ସହରର ରଥଗଡା ଛକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ଦାବିରେ କୁଶପୁତ୍ତଳିକା ଦାହ।
ଖଣ୍ଡପଡା: ମଧୁବୈଶ୍ୟ ସମାଜ ପକ୍ଷରୁ ଭାପୁର ବ୍ଲକ ମାଧପୁର ଠାରେ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ।
ଖଣ୍ଡପଡା: ଫତେଗଡ ଥାନା ପକ୍ଷରୁ ରବିବାର ୩ଟି ସ୍ଥାନରେ ପୋଲିସର ଫ୍ଲାଗମାର୍ଚ୍ଚ।
ଖଣ୍ଡପଡା: ଶାଳପଡା ଗ୍ରାମରେ ଉଦ୍ଧାର ଟଙ୍କା ପାଇଁ ଢାଳରେ ଆକ୍ରମଣ କରି ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଅଦାଲତ ଚାଲାଣ।
ଖଣ୍ଡପଡା: ପିଲା ଚୋର ସନ୍ଦେହରେ ଅଜଣା ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସର ଜିମା ଦେଲେ ରୟତି ଢୋଲମରା ଗ୍ରାମବାସୀ
ଖଣ୍ଡପଡା: କଣ୍ଟିଲୋ ମହାନଦୀ କୂଳରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
ଖଣ୍ଡପଡା: ଶାଳପଡା ଗ୍ରାମରେ  କରଜ ଟଙ୍କାକୁ ନେଇ ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ। ଥାନାରେ ଅଭିଯୋଗ ମୃତକଙ୍କ ପତ୍ନୀ।
ଖଣ୍ଡପଡା: ବିଜିପୁର ଗ୍ରାମ ସ୍ଥିତ ସାଇ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ  ପାଳିତ ହୋଇଯାଇଛି।
ଖଣ୍ଡପଡା: ପବିତ୍ର ଶ୍ରୀରାମ ନବମୀରେ ଉତ୍ସବ ମୁଖର ଫତେଗଡ଼ ଗିରି ଗୋବର୍ଦ୍ଧନ ପାହାଡ଼ ସ୍ଥିତ ଦ୍ଵିତୀୟ ଅଯୋଧ୍ୟା ଶ୍ରୀରାମ ମନ୍ଦିର।
ଖଣ୍ଡପଡା: ଯୋଗିଆପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ପାଳଗଦା ଭସ୍ମୀଭୂତ।
ଖଣ୍ଡପଡା: ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧିନ ୫ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀମାଳା ମହାନ୍ତିଙ୍କ ବିଜୁ ଜନତା ଦଳରୁ ଇସ୍ତଫା।
ଖଣ୍ଡପଡା: ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମରୁ ବ୍ରାଉନ ସୁଗାର ଜବତ। ଅଭିଯୁକ୍ତକୁ କୋର୍ଟ ଚାଲାଣ।
ଖଣ୍ଡପଡା: ମା' ଉମାଦେଵୀ ମନ୍ଦିର ନିକଟସ୍ଥ କ୍ରୀଡାଙ୍ଗନରେ ଆୟୋଜିତ ଭାଜପା କର୍ମୀ ସମ୍ମିଳନୀରେ ବିଦ୍ରୋହର ସ୍ଵର ଉଠାଇଲେ ଭାଜପା ନେତ୍ରୀ ଅର୍ଚ୍ଚନା
ଖଣ୍ଡପଡା: ଯୁବକଙ୍କ ଅପହରଣ ଘଟଣାକୁ ନେଇ ପରିବାର ବର୍ଗ ସିଧାମୂଳା ଗ୍ରାମ ମହାଳିକ ସାହି କ୍ଲବ ଘରେ କଲେ ସାମ୍ବାଦିକ ସମ୍ମିଳନୀ
ଖଣ୍ଡପଡା: ଖଣ୍ଡପଡ଼ା ଅଞ୍ଚଳରେ ଛେନାପୋଡ଼ ଦିବସ ପାଳିତ।
ଖଣ୍ଡପଡା: ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗରେ ଶୋକସଭା।
ଖଣ୍ଡପଡା: ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ  ଧାରଣା। ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ।
ଖଣ୍ଡପଡା: ବିଜେପିର କଟକ ଲୋକସଭା ସାଂସଦ ଓ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀଙ୍କ ବିରାଟ ରାଲିରେ ଆସି କଣ୍ଟିଲୋ ନୀଳମାଧବ ଦର୍ଶନ।
ଖଣ୍ଡପଡା: ଖଣ୍ଡପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳିତ।
ଖଣ୍ଡପଡା: ଖଣ୍ଡପଡ଼ା ବ୍ଲକ ଅଧିନ ସିଂଘାପଡା ପଞ୍ଚାୟତରେ "ଘରେ ଘରେ ଶଙ୍ଖ" କାର୍ଯ୍ୟକ୍ରମ।
ଖଣ୍ଡପଡା: ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡ଼ି଼ି ପର୍ଯ୍ୟଵେକ୍ଷକଙ୍କ ଭାପୁର ବ୍ଲକ ଗସ୍ତ,  ବ୍ଲକ ବିଜେଡ଼ି଼ି ପକ୍ଷରୁ ସ୍ବାଗତ ସହ ବିପୁଳ ସମ୍ବର୍ଦ୍ଧନା।