Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics
Jodhpur
No video available

ଖଣ୍ଡପଡା: ଖଳିସାହି - ଖଣ୍ଡପଡ଼ା ମୂଖ୍ୟ ରାସ୍ତାର ଖଣ୍ଡପଡ଼ା ସହର ପୁରୁଣା ଚେକ୍ ଗେଟ ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା। ୨ ବାଇକ୍ ଚାଳକ ଗୁରୁତର।

Khandapada, Nayagarh | Apr 23, 2024
ସୋମବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ଖଳିସାହି-ଖଣ୍ଡପଡ଼ା ମୁଖ୍ୟ ରାସ୍ତାର ଖଣ୍ଡପଡ଼ା ସହରର ପୁରୁଣା ଚେକ୍ ଗେଟ ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା। ଉଭୟ ବାଇକ୍ ଚାଳକଙ୍କୁ ଉଦ୍ଧାର କରାଯାଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ। କାର୍ଯ୍ୟରତ ଡାକ୍ତର ଉଭୟଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଜଣଙ୍କୁ ନୟାଗଡ଼ ରେଫର କରିଥିଲେ। ବାଇକ୍ ଚାଳକ ଦ୍ବୟ ହେଲେ ଯଦୁନାଥପୁର ଶାସନ ଗ୍ରାମର ବେଦବ୍ୟାସ ମିଶ୍ର (୨୪) ଏଵଂ ଗୋଚ୍ଛାବାରୀ ଗ୍ରାମର ତାରା କିଶୋର ପରିଡ଼ା (୨୫) ।
ଖଣ୍ଡପଡା: ଖଳିସାହି - ଖଣ୍ଡପଡ଼ା ମୂଖ୍ୟ ରାସ୍ତାର ଖଣ୍ଡପଡ଼ା ସହର ପୁରୁଣା ଚେକ୍ ଗେଟ ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା। ୨ ବାଇକ୍ ଚାଳକ ଗୁରୁତର। - Khandapada News