Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews
No video available

ଖଣ୍ଡପଡା: ବିଜେପିର କଟକ ଲୋକସଭା ସାଂସଦ ଓ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀଙ୍କ ବିରାଟ ରାଲିରେ ଆସି କଣ୍ଟିଲୋ ନୀଳମାଧବ ଦର୍ଶନ।

Khandapada, Nayagarh | Apr 11, 2024
ବିଜେପିର କଟକ ଲୋକସଭା ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏବଂ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତଙ୍କ ଏକ ବିରାଟ ରାଲିରେ ବୁଧବାର ଅପରାହ୍ନ ୪ଘଣ୍ଟା ସମୟରୁ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର କାଳୀଗିରି ଶଙ୍ଖ ନିକଟରୁ ହଜାର ହଜାର ସମର୍ଥକ ଓ କର୍ମୀଙ୍କ ଗହଣରେ କଣ୍ଟିଲୋ ନୀଳମାଧବଙ୍କ ପର୍ଯ୍ୟନ୍ତ ବାହାରି ଥିଲେ। ତେବେ ସନ୍ଧ୍ୟା ୭ଟାରେ ନୀଳମାଧବଙ୍କ ନିକଟକୁ ଯାଇ ଆଶିଷ ଭିକ୍ଷା ମାଗିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହଙ୍କ ସହିତ ବିଜେପି ଦଳର ଛାମୁଆ ନେତା ଓ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ।
ଖଣ୍ଡପଡା: ବିଜେପିର କଟକ ଲୋକସଭା ସାଂସଦ ଓ ଖଣ୍ଡପଡ଼ା ବିଧାୟକ ପ୍ରାର୍ଥୀଙ୍କ ବିରାଟ ରାଲିରେ ଆସି କଣ୍ଟିଲୋ ନୀଳମାଧବ ଦର୍ଶନ। - Khandapada News