Public App Logo
Jansamasya
News
���ुलिस
Bjp
National
Police
Bihar
���ीजेपी
Uttar_pradesh
���िधायक
Congress
Modi
Delhi
Viral
Jharkhand
���िल्ली
Breakingnews
���हिला
Narendramodi
Madhya_pradesh
Madhyapradesh
Pmmodi
Ipl
Rahulgandhi
Haryana
Uttarakhand
Crimenews
Education
China
Bareilly
No video available

ଖଣ୍ଡପଡା: ଖଣ୍ଡପଡ଼ା ମଧୁବନ ମିନି ଷ୍ଟାଡିୟମ ପଛପାଖ ପାହାଡ଼ରେ ନିଆଁ ଜଳୁଛି, ବିପଦରେ ବନ୍ୟପ୍ରାଣୀ।

Khandapada, Nayagarh | Apr 24, 2024
ଖରାଦିନ ଆସିଲେ ଚିନ୍ତା ବଢାଏ ଜଙ୍ଗଲ ନିଆଁ। ଯେଉଁଥିପାଇଁ ଖରାଦିନ ପୂର୍ବରୁ ଗାଁ, ଗାଁରେ ଵନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ତଥାପି ଜଙ୍ଗଲ ନିଆଁକୁ ରୋକିବା ସମ୍ଭଵ ହୋଇ ପାରୁନଥିବା ଭଳି ମନେ ହେଉଛି। ଏପ୍ରିଲ ଆରମ୍ଭରୁ ଖଣ୍ଡପଡ଼ାରେ ଜଙ୍ଗଲ ନିଆଁର ପ୍ରଭାଵ ଦେଖିବାକୁ ମିଳିଲାଣି। ମଙ୍ଗଳବାର ରାତ୍ର ୭ଟା ସମୟରେ ଖଣ୍ଡପଡ଼ା ସହରର ମଧୁବନ ମିନି ଷ୍ଟାଡିୟମ ପଛପାଖ ପାହାଡ଼ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ଜନଜୀବନକୁ ପ୍ରଭାବିତ କରିଛି।
ଖଣ୍ଡପଡା: ଖଣ୍ଡପଡ଼ା ମଧୁବନ ମିନି ଷ୍ଟାଡିୟମ ପଛପାଖ ପାହାଡ଼ରେ ନିଆଁ ଜଳୁଛି, ବିପଦରେ ବନ୍ୟପ୍ରାଣୀ। - Khandapada News