Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics
Jodhpur
No video available

ଖଣ୍ଡପଡା: ଯୋଗିଆପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ପାଳଗଦା ଭସ୍ମୀଭୂତ।

Khandapada, Nayagarh | Apr 17, 2024
ଖଣ୍ଡପଡ଼ା ବ୍ଲକ ଅଧିନ ଯୋଗିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଅଗ୍ନିକାଣ୍ଡ ଘଟି ସୁଦାମ ମୁଦୁଲି,ରାମ ମୁଦୁଲି, ଲକ୍ଷ୍ମଣ ମୁଦୁଲି, କୈଳାସ ମୁଦୁଲି ଓ ପଞ୍ଚାନନ ମୁଦୁଲିଙ୍କ ୫ଟି ପାଳଗଦା ପୋଡିଜଳି ଭସ୍ମୀଭୂତ ହୋଇଯାଇଛି। ଖବର ପାଇ ଭାପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ତେବେ ଶେଷ ସମୟରେ ନୟାଗଡ଼ ଅଗ୍ନିଶମ ବାହିନୀପହଞ୍ଚି ନିଆଁ ଲିଭାଇବାରେ ସହଯୋଗ କରିଥିଲେ।
ଖଣ୍ଡପଡା: ଯୋଗିଆପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ପାଳଗଦା ଭସ୍ମୀଭୂତ। - Khandapada News