Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics
Jodhpur
No video available

ଖଣ୍ଡପଡା: ଯୁବକଙ୍କ ଅପହରଣ ଘଟଣାକୁ ନେଇ ପରିବାର ବର୍ଗ ସିଧାମୂଳା ଗ୍ରାମ ମହାଳିକ ସାହି କ୍ଲବ ଘରେ କଲେ ସାମ୍ବାଦିକ ସମ୍ମିଳନୀ

Khandapada, Nayagarh | Apr 12, 2024
ଶୁକ୍ରବାର ଯୁବକଙ୍କ ଅପହରଣ ଘଟଣାକୁ ନେଇ ପରିବାର ପକ୍ଷରୁ ସିଧାମୂଳା ମହାଳିକ ସାହି କ୍ଲବ ଘରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଗତ ୧ ତାରିଖ ରାତିରେ ପ୍ରେମାନନ୍ଦ ରାଉତଙ୍କ ଏକମାତ୍ର ପୁଅ ଆଦିତ୍ୟ କୁମାର ରାଉତ (୧୯) ଙ୍କୁ ଇଶ୍ଵର ଚନ୍ଦ୍ର ରାଉତ ଓ ସମ୍ପର୍କୀୟ ମନ୍ଦ ଉଦ୍ଦେଶ୍ୟ ରଖି ଅପହରଣ କରିଛନ୍ତି । ଘଟଣା ସମ୍ପର୍କରେ ଫାଣ୍ଡି, ଥାନା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ଆଦିତ୍ୟଙ୍କୁ ପୋଲିସ ଉଦ୍ଧାର କରିପାରି ନାହିଁ ।