Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews
No video available

ଖଣ୍ଡପଡା: ଶାଳପଡା ଗ୍ରାମରେ କରଜ ଟଙ୍କାକୁ ନେଇ ଦୁଇ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ। ଥାନାରେ ଅଭିଯୋଗ ମୃତକଙ୍କ ପତ୍ନୀ।

Khandapada, Nayagarh | Apr 19, 2024
ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ଶାଳପଡା ଗ୍ରାମରେ କରଜ ଟଙ୍କାକୁ ନେଇ ଗୁରୁବାର ସକାଳ 7.30 ମିନିଟ ସମୟରେ ଦୁଇ ବ୍ୟବସାଇଙ୍କ ମଧ୍ୟରେ ଗଣ୍ଡଗୋଳରେ ଜଣେ ମୃତ। ଏନେଇ ମୃତକଙ୍କ ପତ୍ନୀ ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ କେସ ନଂ 85/24 ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ପୋଲିସ ଗିରଫ କରି ଥାନାରେ ଅଟକ ରଖିଥିବାର ଶୁକ୍ରବାର ସକାଳୁ ଫତେଗଡ ଥାନାଧିକାରୀ ସୁଜିତ କୁମାର ଦାସଙ୍କ ଠାରୁ ପ୍ରକାଶ।