Public App Logo
Jansamasya
Congress
Modi
Delhi
Viral
���िल्ली
Breakingnews
���हिला
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarakhand
Crimenews
Education
China
Bareilly
���्रशासन
Agra
Politics
Abvp
Fatehpur
Jodhpur
Uppolice
Westbengal
Yogiadityanath
Farrukhabad
Raebareli
No video available

ଖଣ୍ଡପଡା: ଖଣ୍ଡପଡ଼ା ବ୍ଲକ ଅଧିନ ସିଂଘାପଡା ପଞ୍ଚାୟତରେ "ଘରେ ଘରେ ଶଙ୍ଖ" କାର୍ଯ୍ୟକ୍ରମ।

Khandapada, Nayagarh | Apr 10, 2024
ଖଣ୍ଡପଡ଼ା ବ୍ଲକ ଅଧିନ ସିଂଘାପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୂର୍ବତନ ବିଧାୟକ ତଥା ଇଟି ଆଣ୍ଡ ଆଇଟିର ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ନେତୃତ୍ୱରେ "ଘରେ ଘରେ ଶଙ୍ଖ" କାର୍ଯ୍ୟକ୍ରମ ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ପର୍ଯ୍ୟଵେକ୍ଷକ ଅମିତ୍ କୁମାର ମଲ୍ଲିକ ଯୋଗଦେଇଥିଲେ। ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାର ସିଂ, ସନ୍ତୋଷ କୁମାର ତ୍ରିପାଠୀଙ୍କ ସମେତ ୧ହଜାରରୁ ଉର୍ଦ୍ଧ କର୍ମୀ, ସଂଗଠକ ଯୋଗ ଦେଇଥିଲେ।
ଖଣ୍ଡପଡା: ଖଣ୍ଡପଡ଼ା ବ୍ଲକ ଅଧିନ ସିଂଘାପଡା ପଞ୍ଚାୟତରେ "ଘରେ ଘରେ ଶଙ୍ଖ" କାର୍ଯ୍ୟକ୍ରମ। - Khandapada News