Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews
No video available

ଖଣ୍ଡପଡା: ଶାଳପଡା ଗ୍ରାମରେ ଉଦ୍ଧାର ଟଙ୍କା ପାଇଁ ଢାଳରେ ଆକ୍ରମଣ କରି ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଅଦାଲତ ଚାଲାଣ।

Khandapada, Nayagarh | Apr 21, 2024
ଗତ ଗୁରୁବାର ଦିନ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ଅନ୍ତର୍ଗତ ଶାଳପଡା ଗ୍ରାମରେ ଉଦ୍ଧାର ଟଙ୍କାକୁ ନେଇ ବଚସା ହେବା ସହ ଢାଳରେ ଆକ୍ରମଣ କରି ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ପୁଲିସ ପକ୍ଷରୁ ଶନିବାର ଦିନ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଅଦାଲତ ଚାଲାଣ କରାଯିବା ସହ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ଫତେଗଡ ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କ ଠାରୁ ପ୍ରକାଶ।