Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews
No video available

ଖଣ୍ଡପଡା: ବିଜିପୁର ଗ୍ରାମ ସ୍ଥିତ ସାଇ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି।

Khandapada, Nayagarh | Apr 18, 2024
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକ ବିଜିପୁର ଗ୍ରାମସ୍ଥିତ ସାଇ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ସକାଳ ୧୦ ଘଣ୍ଟା ସମୟରେ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବିଜେଡ଼ି଼ି ଜିଲ୍ଲା ଉପ ସଭାପତି ଗୟାଧର ପରିଡ଼ା ସଭାପତିତ୍ଵ କରିଥିବା ବେଳେ ଜିତେନ୍ଦ୍ର କୁମାର ରଣସିଂହ, ରବିନ୍ଦ୍ର କୁମାର ପଟ୍ଟନାୟକ,ମାଟିଆ ସ୍ବାଇଁ,ଅପର୍ତ୍ତି ପ୍ରଧାନ,ଶରତ ଚନ୍ଦ୍ର ସ୍ବାଇଁ, ସୁଶାନ୍ତ କୁମାର ସାହୁ, ବିଜୟ କୁମାର ସାମନ୍ତରାୟଙ୍କ ସମେତ ସଂଗଠକ, ଛାମୁଆ ନେତା ହଜାରରୁ ଉର୍ଦ୍ଧ୍ଵ ବିଜେଡ଼ି଼ି କର୍ମୀ ଯୋଗ ଦେଇଥିଲେ।
ଖଣ୍ଡପଡା: ବିଜିପୁର ଗ୍ରାମ ସ୍ଥିତ ସାଇ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। - Khandapada News