Public App Logo
Jansamasya
Congress
Modi
Delhi
Viral
���िल्ली
Breakingnews
���हिला
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarakhand
Crimenews
Education
China
Bareilly
���्रशासन
Agra
Politics
Abvp
Fatehpur
Jodhpur
Uppolice
Westbengal
Yogiadityanath
Farrukhabad
Raebareli
No video available

ଖଣ୍ଡପଡା: ଖଣ୍ଡପଡ଼ା ଅଞ୍ଚଳରେ ଛେନାପୋଡ଼ ଦିବସ ପାଳିତ।

Khandapada, Nayagarh | Apr 12, 2024
ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ଗୁରୁବାର ମଧ୍ୟାହ୍ନ ୧ଘଣ୍ଟା ସମୟରେ ସଂଘର ସମ୍ପାଦକ ଭବାନୀ ଶଙ୍କର ସିଂହ ସାମନ୍ତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଦସ୍ୟମାନେ ଛେନାପୋଡ଼ କାଟି ଦିବସ ପାଳନ କରିଥିଲେ। ସେହିପରି ଖଣ୍ଡପଡ଼ା ବିକାଶ ମଞ୍ଚ ଓ ଖଣ୍ଡପଡ଼ା ଯୁବକ ସଂଘ ପକ୍ଷରୁ ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଛେନାପୋଡ଼ କାଟି ଛେନାପୋଡ଼ ଦିବସ ପାଳନ ହୋଇଥିବା ଜଣାପଡିଛି।