Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews
No video available

ଖଣ୍ଡପଡା: ଖଣ୍ଡପଡ଼ା ସହରର ରଥଗଡା ଛକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ ଦାବିରେ କୁଶପୁତ୍ତଳିକା ଦାହ।

Khandapada, Nayagarh | Apr 23, 2024
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ଖଣ୍ଡପଡ଼ା ବ୍ଲକ ଚେୟାରମେନ ମନୋଜ କୁମାର ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି। ତେବେ ଏନେଇ ଖଣ୍ଡପଡ଼ା କଂଗ୍ରେସ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରାର୍ଥୀ ପରିବର୍ତ୍ତନ ନେଇ ଖଣ୍ଡପଡ଼ା କଂଗ୍ରେସ ସଭାପତି ଇଂ.ଦେବଵ୍ରତ ବେହେରାଙ୍କ ନେତୃତ୍ୱରେ ସୋମବାର ସନ୍ଧ୍ୟା ୬ଘଣ୍ଟା ସମୟରେ ଖଣ୍ଡପଡ଼ା ସହରର ରଥଗଡା ଛକରେ କଂଗ୍ରେସ କର୍ମୀମାନେ ଦଳୀୟ ନେତୃତ୍ୱ ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦେବା ସହ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଦାବି ରଖିଥିଲେ। ପରେ କଂଗ୍ରେସର ନେତୃମଣ୍ଡଳୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।