Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics
Jodhpur
No video available

ଖଣ୍ଡପଡା: ଖଣ୍ଡପଡ଼ା ସହରରେ ବିଜେପିି ତରଫରୁ କାନ୍ଥରେ, ବାଡ଼ରେ କରାଯାଇଥିବା ୱାଲ ପେଣ୍ଟିଂରୁ ଦଳୀୟ ପ୍ରାର୍ଥୀଙ୍କ ନାମ ଲିଭାଗଲା।

Khandapada, Nayagarh | Apr 25, 2024
ଖଣ୍ଡପଡ଼ା ସହରର ବିଭିନ୍ନ ୱାଡ଼ର କାନ୍ଥ, ବାଡ଼ରେ ୱାଲ ପେଣ୍ଟିଂ କରି ବିଜେପି ବିଧାୟକ ପ୍ରାର୍ଥୀ ଆଚରଣ ବିଧି ଉଲଘଂନ କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ସୂଚନା ପାଇ ବୁଧବାର ସକାଳ ୯ ଘଣ୍ଟା ସମୟରେ ଉକ୍ତ ଲେଖାକୁ ଲିଭାଇ ଦିଆଯାଇଥିବା ଜଣାପଡିଛି।