Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews
No video available

ଖଣ୍ଡପଡା: ଖଣ୍ଡପଡ଼ା ସହରରେ ବିଜେପିର ଆଚରଣ ବିଧି ଉଲଙ୍ଘନ ନେଇ ସାଧାରଣରେ ଆଲୋଚନା।

Khandapada, Nayagarh | Apr 24, 2024
୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ତେବେ ଏପର୍ଯ୍ୟନ୍ତ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ସରିନାହିଁ। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ଦୁଷ୍ମନ୍ତ ସ୍ବାଇଁଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ହେଁ, ଦଳରେ ଏଵେ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ତେବେ ପ୍ରାର୍ଥୀ ପତ୍ର ଦାଖଲ ହୋଇନଥିବା ବେଳେ ବିଜେପିର ଖଣ୍ଡପଡ଼ା ସହରର ବିଭିନ୍ନ ୱାଡ଼ର କାନ୍ଥ, ବାଡ଼ରେ ୱାଲ ପେଣ୍ଟିଂ କାମ ଚାଲୁରହିଛି। ଏନେଇ ସାଧାରଣରେ ଆଚରଣବିଧି ଉଲ୍ଲଂଘନ ନେଇ ଚର୍ଚ୍ଚା ଜୋର ଧରିଛି।