Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics
Jodhpur
No video available

ଖଣ୍ଡପଡା: ପିଲା ଚୋର ସନ୍ଦେହରେ ଅଜଣା ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସର ଜିମା ଦେଲେ ରୟତି ଢୋଲମରା ଗ୍ରାମବାସୀ

Khandapada, Nayagarh | Apr 20, 2024
ରୟତି ଢୋଲମରା ଗ୍ରାମରେ ଶନିବାର ଜଣେ ଅଜଣା ବ୍ୟକ୍ତିଙ୍କୁ ଅଟକ ରଖି ଗ୍ରାମବାସୀ ପୋଲିସର ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ, ଗ୍ରାମର ନେଳି ପୋଖରୀ ହୁଡ଼ା ତଳେ ତଳେ ଲୁଚି କରି ଜଣେ ଅଜଣା ବ୍ୟକ୍ତି ଯାଉଥିବାର ଦେଖି ଗ୍ରାମର କିଛି ଲୋକେ ସନ୍ଦେହରେ ପଚାରିବାରୁ ବ୍ୟକ୍ତି ଜଣଙ୍କ କିଛି ଉତ୍ତର ନଦେଇ ଦୈାଡି ଖସି ପଳାଇ ଯିବାକୁ ଚେଷ୍ଠା କରିଥିଲା। ପରେ ଗ୍ରାମବାସୀ ତାକୁ ଧରି କୋସ୍କା ଫାଣ୍ଡି ଅଧିକାରୀ ରମେଶ ବେହେରାଙ୍କ ଜିମା ଦେଇଥିବା ସୂଚନା ମିଳିଛି।
ଖଣ୍ଡପଡା: ପିଲା ଚୋର ସନ୍ଦେହରେ ଅଜଣା ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସର ଜିମା ଦେଲେ ରୟତି ଢୋଲମରା ଗ୍ରାମବାସୀ - Khandapada News