Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews
No video available

ଖଣ୍ଡପଡା: ଫତେଗଡ ଥାନା ପକ୍ଷରୁ ରବିବାର ୩ଟି ସ୍ଥାନରେ ପୋଲିସର ଫ୍ଲାଗମାର୍ଚ୍ଚ।

Khandapada, Nayagarh | Apr 22, 2024
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଫତେଗଡ ଥାନା ପକ୍ଷରୁ ରବିବାର ୩ଟି ସ୍ଥାନରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଖଣ୍ଡପଡ଼ା ଉପଖଣ୍ଡ ଅଧିକାରୀ ବିମଳ କୁମାର ବାରିକଙ୍କ ନିର୍ଦ୍ଦେଶକ୍ରମେ ଫତେଗଡ଼ ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ଫ୍ଲାଗମାର୍ଚ୍ଚରେ ଫତେଗଡ ଥାନା ଅଧୀନ ସମସ୍ତ ଫାଣ୍ଡି ଅଧିକାରୀ ମାନେ ଯୋଗ ଦେଇଥିଲେ। ରବିବାର ଅପରାହ୍ନ ୪ଟା୩୦ ମିନିଟରେ ବିଜିପୁର,୫ଟା୩୦ ମିନିଟରେ ଭାପୁର ଏଵଂ ୬ଟା ୩୦ ମିନିଟ୍ ସମୟରେ ବାହାଡ଼ା ଛକରେ ପୋଲିସର ଫ୍ଲାଗମାର୍ଚ୍ଚ କରାଯାଇଥିବା ଫତେଗଡ ଥାନାଧିକାରୀ ସୁଜିତ କୁମାର ଦାସଙ୍କ ଠାରୁ ପ୍ରକାଶ।