Public App Logo
Jansamasya
Congress
Modi
Delhi
Viral
���िल्ली
Breakingnews
���हिला
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarakhand
Crimenews
Education
China
Bareilly
���्रशासन
Agra
Politics
Abvp
Fatehpur
Jodhpur
Uppolice
Westbengal
Yogiadityanath
Farrukhabad
Raebareli
No video available

ଖଣ୍ଡପଡା: ମା' ଉମାଦେଵୀ ମନ୍ଦିର ନିକଟସ୍ଥ କ୍ରୀଡାଙ୍ଗନରେ ଆୟୋଜିତ ଭାଜପା କର୍ମୀ ସମ୍ମିଳନୀରେ ବିଦ୍ରୋହର ସ୍ଵର ଉଠାଇଲେ ଭାଜପା ନେତ୍ରୀ ଅର୍ଚ୍ଚନା

Khandapada, Nayagarh | Apr 13, 2024
ଖଣ୍ଡପଡ଼ା ସହରର ମା' ଉମାଦେଵୀ ମନ୍ଦିର ନିକଟସ୍ଥ କ୍ରୀଡାଙ୍ଗନରେ ଶୁକ୍ରବାର ଅପରାହ୍ନ ୪ଘଣ୍ଟା ସମୟରେ ଆୟୋଜିତ ଭାଜପା କର୍ମୀ ସମ୍ମିଳନୀରେ ବିଦ୍ରୋହର ସ୍ଵର ଉଠାଇଲେ ଭାଜପା ନେତ୍ରୀ ଅର୍ଚ୍ଚନା। ସୂଚନାଯୋଗ୍ୟ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଇଂ.ଦୁଷ୍ମନ୍ତଙ୍କ ପ୍ରାର୍ଥୀତ୍ବକୁ ନେଇ ଖୋଲାଖୋଲି ବିରୋଧ କରିବାସହ ରାଜ୍ୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ଶ୍ରୀମତୀ ଦାଶ। ଏଥି ସହିତ ଯଦି ପ୍ରାର୍ଥୀ ପରିବର୍ତ୍ତନ କରାନଯାଏ, ତେବେ ଆଗାମୀ ଦିନରେ ଉଚିତ୍ ଜବାବ୍ ଦିଆଯିବ ଵୋଲି ଚେତାବନୀ ଦେଇଛନ୍ତି ଶ୍ରୀମତୀ ଦାଶ।
ଖଣ୍ଡପଡା: ମା' ଉମାଦେଵୀ ମନ୍ଦିର ନିକଟସ୍ଥ କ୍ରୀଡାଙ୍ଗନରେ ଆୟୋଜିତ ଭାଜପା କର୍ମୀ ସମ୍ମିଳନୀରେ ବିଦ୍ରୋହର ସ୍ଵର ଉଠାଇଲେ ଭାଜପା ନେତ୍ରୀ ଅର୍ଚ୍ଚନା - Khandapada News