Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
शादी
Crimenews
Bhind
Breaking
Election
Politics
Jodhpur
No video available

ଖଣ୍ଡପଡା: ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମରୁ ବ୍ରାଉନ ସୁଗାର ଜବତ। ଅଭିଯୁକ୍ତକୁ କୋର୍ଟ ଚାଲାଣ।

Khandapada, Nayagarh | Apr 16, 2024
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମରୁ ଆଜି ସକାଳ ୬ଘଣ୍ଟା ସମୟରେ ବ୍ରାଉନ ସୁଗାର ଜବତ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ ନୟାଗଡ଼ ଅବକାରୀ ବିଭାଗର ସୁପରିଟେଣ୍ଡେଟ୍ ଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ଅବକାରୀ ବିଭାଗର ଓଆଇସି ସୁଶାନ୍ତ କୁମାର ମହାପାତ୍ରଙ୍କ ସମେତ ଅବକାରୀ ଟିମ୍ ରୟତି ଢୋଲମରା ପଞ୍ଚାୟତ ସାମ୍ନାରୁ ପାଇକ ଢୋଲମରା ଗ୍ରାମର ନିରଞ୍ଜନ ମହାନ୍ତିଙ୍କ ପୁଅ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ଗିରଫ କରିବା ସହ ୩୪ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲେ। ତେବେ ଆଜି ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ଖଣ୍ଡପଡା: ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମରୁ ବ୍ରାଉନ ସୁଗାର ଜବତ। ଅଭିଯୁକ୍ତକୁ କୋର୍ଟ ଚାଲାଣ। - Khandapada News