Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews
No video available

ଖଣ୍ଡପଡା: ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡ଼ି଼ି ପର୍ଯ୍ୟଵେକ୍ଷକଙ୍କ ଭାପୁର ବ୍ଲକ ଗସ୍ତ, ବ୍ଲକ ବିଜେଡ଼ି଼ି ପକ୍ଷରୁ ସ୍ବାଗତ ସହ ବିପୁଳ ସମ୍ବର୍ଦ୍ଧନା।

Khandapada, Nayagarh | Apr 10, 2024
ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡ଼ି଼ି ପର୍ଯ୍ୟଵେକ୍ଷକଙ୍କ ଭାପୁର ବ୍ଲକ ଗସ୍ତ। ଏହି ଅବସରରେ ଭାପୁର ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀରାମ ମନ୍ଦିର ପରିସର ସ୍ଥିତ କଲ୍ୟାଣୀ ମଣ୍ଡପ ପରିସରରେ ମଙ୍ଗଳବାର ଅପରାହ୍ନ ୪ଘଣ୍ଟା ସମୟରେ ବିଜେଡ଼ି଼ି ପର୍ଯ୍ୟଵେକ୍ଷକ ଅମିତ୍ କୁମାର ମଲ୍ଲିକଙ୍କୁ ଭାପୁର ବ୍ଲକର ୧ ହଜାରରୁ ଉର୍ଦ୍ଧ ଵିଜୁ ଜନତା ଦଳର କର୍ମୀ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।