Public App Logo
Profile Picture

Jharsuguda Update

@jharsugudavoice
165592Followers
8Following
ଓରିଏଣ୍ଟ: କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏମସିଏଲର ଲଖନପୁର କୋଇଲା ଖଣିଅଞ୍ଚଳ ପରିଦର୍ଶନ କରିବାସହିତ କୋଇଲା ଉତ୍ପାଦନ ନେଇ ଆଲୋଚନା କରିଥିଲେ
ଓରିଏଣ୍ଟ: ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ସେତୁ ନିକଟରେ ଏକ ପୋଲିସ ବିଟ ହାଉସକୁ ଉଦଘାଟନ କଲେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ
ଝାରସୁଗୁଡା: କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଝାରସୁଗୁଡ଼ା ଗସ୍ତରୁ ଦିଲ୍ଲୀ ଫେରିବା ଝାରସୁଗୁଡ଼ା ବିମାନ ବନ୍ଦରରେ ମତ ରଖିଛନ୍ତି
ଝାରସୁଗୁଡା: ସଂସ୍କୃତି ଭବନ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ସମାରୋହ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ଝାରସୁଗୁଡା: ହୋଟେଲ ମେ ଫେୟାରରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀର ୨ୟ ଅଧିବେଶନରେ ଯୋଗଦେଲେ ମନ୍ତ୍ରୀ ରବି ନାୟକ ଓ ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡା: ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଝାରସୁଗୁଡା: ଝାରସୁଚୁଡ଼ା ହଟେଲ ମେ ଫେୟାର ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ  ସମାବେଶ ଉଦଘାଟିତ
ଝାରସୁଗୁଡା: ଶନିବାର ରାତି ୭ଟା ସମୟରେ ବିଟିଏମ୍ ବିଜେପି କାର୍ଯ୍ୟାଳୟରେ କାର୍ଗିଲ ବିଜୟ ଦିବସ ଦିନକପରେ ପାଳନ କରାଯାଇଛି
ଝାରସୁଗୁଡା: ସାଂସଦ ପ୍ରଦୀପ ପୁରୋହୀତଙ୍କୁ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ଝାରସୁଗୁଡ଼ା ଶାଖା ପକ୍ଷରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱାଗତ
ଝାରସୁଗୁଡା: ଶନିବାର ମଧ୍ୟାନ ୨ଟା ସମୟରେ ହୋଟେଲ ମେ ଫେୟାର ପରିଦର୍ଶନ କଲେ ରାଜ୍ୟ ସାମ୍ବାଦିକ ସଂଘର ସଭାପତି କୈଳାଶ ନାଏକ
ଓରିଏଣ୍ଟ: ଶନିବାର ମଧ୍ୟାନ ୧ଟା ସମୟରେ ପଣ୍ଡରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶୁଭ ଉଦଘାଟନ ସମାରୋହ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି
ଝାରସୁଗୁଡା: ଆସନ୍ତା ୨୮ ତାରିଖରେ ଝାରସୁଗୁଡ଼ାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ପାଇଁ ବେହେରାମାଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଝାରସୁଗୁଡା: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଓରିଏଣ୍ଟ: ବେଲପାହାଡ଼ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଫାଇଲେରିଆ ନିରାକରଣ ଔଷଧ ସେବନ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଓରିଏଣ୍ଟ: ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ବିଏମଏସ୍ ସ୍କୁଲ ଛାତ୍ର ମାନେ ରାଉରକେଲା ଜଲଦା ଠାରେ ଅନୁଷ୍ଠିତ ଭଲିବଲ ଚାମ୍ପିଆନ ହୋଇ ଫେରିଛନ୍ତି
ଓରିଏଣ୍ଟ: ପଣ୍ଡରୀ ହାଇସ୍କୁଲ ଠାରେ ଆସନ୍ତା ୨୭ ତାରିଖରେ ଉଚ୍ଚ ମାଧ୍ୟମିକ ଯୁକ୍ତ ଦୁଇ ସ୍କୁଲ ଉଦଘାଟନ ହେବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଜିଲ୍ଲାସ୍ତରୀୟ ଫାଇଲେରିଆ ଔଷଧ ସେବନ ପ୍ରସ୍ତୁତି ବୈଠକ ଅନୁଷ୍ଟିତ
ଝାରସୁଗୁଡା: ଆସନ୍ତା ୨୮ ତାରିଖରେ ହେବାକୁଥିବା ଏସୟୁଜେର ରାଜ୍ୟସ୍ତରୀୟ ସମାବେଶ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଲେ ରାଜ୍ୟ ସଭାପତି
ଝାରସୁଗୁଡା: ଯୁବ ନେତା ବିଶ୍ୱଜୀତ ସଢ଼ଙ୍ଗି ଭୁବନେଶ୍ୱରରେ ଉର୍ଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ୧୯ ଖଣ୍ଡ ମୌଜାରେ ଯୁକ୍ତ ୩ କଲେଜ ଦାବି
ଝାରସୁଗୁଡା: ଝାରସୁଗୁଡ଼ା କାଦୁଅ ଥିବା ସଂଜୀବନୀ ରାସ୍ତାରେ ବାଇକ ଆରୋହୀ ଖସିପଡ଼ି ଗୁରୁତ୍ତର ଭାବରେ ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି
ଝାରସୁଗୁଡା: ଜିଲ୍ଲାରେ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଝାରସୁଗୁଡା: ଝାରସୁଗୁଡ଼ାର ସ୍ଵାସ୍ଥ୍ୟସେବା ନେଇ ବିଧାନସଭାରେ ପ୍ରଶ୍ନକଲେ ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡା: ସଦର ଥାନା ଅନ୍ତର୍ଗତ ବିଟିଏମ ଠାରେ ୮ ଶହ ଗ୍ରାମ ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ
ଓରିଏଣ୍ଟ: ବେଲପାହାଡ଼ ପୌର ପରିଷଦର ବଜାରପଡ଼ା ଠାରେ ସ୍ୱର୍ଚ୍ଚତା ସଚେତନା କାର୍ଯ୍ୟକ୍ରମ ଓ ସଭା ଗୁରୁବାର ସକାଳ ୧୧ଟା ସମୟରେ ଅନୁଷ୍ଠିତ ହୋଇଛି
ଝାରସୁଗୁଡା: ଲଛିପାଲି ଗାଁରେ ଟ୍ରାକ୍ଟରରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଡ୍ରାକ୍ଟର ଡ୍ରାଇଭରଙ୍କ ନବ ନବିବାହୀତା ସ୍ତ୍ରୀ ଏସପିଙ୍କ ଦ୍ୱାରସ୍ଥ
Jharsuguda Update (@jharsugudavoice) | Public App