Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଆସନ୍ତା ୨୮ ତାରିଖରେ ଝାରସୁଗୁଡ଼ାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ପାଇଁ ବେହେରାମାଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Jharsuguda, Jharsuguda | Jul 27, 2024
ଶନିବାର ମଧ୍ୟାନ ଶାଢ଼େ ୧୨ଟାରେ ଆସନ୍ତା ୨୮ ତାରିଖରେ ଝାରସୁଗୁଡ଼ାରେ ହେବାକୁଥିବା ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବେହେରାମାଲ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଏସୟୁଜେ ସଭାପତି କୈଳାସ ନାଏକ, ସଂପାଦକ ଶଶାଙ୍କ ଝାଙ୍କର ସମେତ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତମାନେ ଉପସ୍ଥିତ ରହିଥିଲେ । ଏହି ଚୂଡ଼ାନ୍ତ ବୈଠକରେ କିଭଳି ଭାବରେ ଏହି ରାଜ୍ୟସ୍ତରୀୟ ସମେବେଶକୁ ଆୟୋଜନ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା ।