ଝାରସୁଗୁଡା: ଶନିବାର ରାତି ୭ଟା ସମୟରେ ବିଟିଏମ୍ ବିଜେପି କାର୍ଯ୍ୟାଳୟରେ କାର୍ଗିଲ ବିଜୟ ଦିବସ ଦିନକପରେ ପାଳନ କରାଯାଇଛି
ଶନିବାର ରାତି ୭ଟା ସମୟରେ ବିଟିଏମ୍ ବିଜେପି କାର୍ଯ୍ୟାଳୟରେ କାର୍ଗିଲ ବିଜୟ ଦିବସ ଦିନକପରେ ପାଳନ କରାଯାଇଛି । ଏହି ଅବସରରେ ପୁରୁଣା ବସ ଷ୍ଟାଣ୍ଡରୁ ଏକ ମଶାଳ ଶେଭାଯାତ୍ରା ବାହାରିଥିଲା । ପରେ ପୂର୍ବତନ ଶୈନୀକ ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସମେତ ବିଜେପିର ବରିଷ୍ଠ କର୍ମକର୍ତ୍ତମାନେ ଉପସ୍ଥିତ ରହିଥିଲେ । କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଶୈନିକଙ୍କ ସ୍ମୃତି ଚାରଣ କରାଯାଇଥିଲା ।