Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ସଦର ଥାନା ଅନ୍ତର୍ଗତ ବିଟିଏମ ଠାରେ ୮ ଶହ ଗ୍ରାମ ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ

Jharsuguda, Jharsuguda | Jul 25, 2024
ଝାରସୁଗୁଡ଼ା ସଦର ଥାନା ବିଟିଏମ୍ ଠାରେ ଗୁରୁବାର ସଂନ୍ଧ୍ୟା ୫ଟା ମୟରେ ବେନୀୟମ ଭାବରେ ଗଂଜେଇ ବିକ୍ରି କରୁଥିବା ଅଭିଯୋରେ ଜେ ଅଭିଯୁକ୍ତକୁ ଗିରଫ କରିବା ସହିତ ତାଙ୍କ ଠାରୁ ୮ ଶହ ଗ୍ରାମ ଗଂଜେଇ ଜବତ କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସଦର ପୋଲିସ । ସୂଚନା ଅନୁସାରେ ବିଟିଏମ୍ ଠାରେ ପଞ୍ଚାନନ ସ୍ୱାଇଁ ନିଜଘରେ ଗଂଜେଇ ରଖି ବିକ୍ରି କରୁଥିବାବେଳେ ପୁଲିସ ପକ୍ଷରୁ ଚଢ଼ାଉକରି ଅଭିଯୁକ୍ତ ପଞ୍ଚାନନଙ୍କ ଘରୁ ୮ ସହ ଗ୍ରାମ ଗଂଜେଇ ଜବତ କରବ ସହିତ ଅଭିଯୁକ୍ତକୁ ଗିରଫ କରିଛି ସଦର ପୋଲିସ ।